ଅନୁଗୋଳ ଓ ସମ୍ବଲପୁର କୋର୍ଟକୁ ବୋମା ଧମକ
ସମ୍ବଲପୁର: ଆଜି ସମ୍ବଲପୁର ଓ ଅନୁଗୋଳ କୋର୍ଟକୁ ଇମେଲ୍ ଯୋଗେ ବୋମା ଧମକ ମିଳିବା ପରେ ତୁରନ୍ତ ହାଇଆଲର୍ଟ ଜାରି କରାଯାଇଥିଲା । ଧମକପୂର୍ଣ୍ଣ ମେଲ୍ ଆସିବା ପରେ ଉଭୟ କୋର୍ଟ ପରିସରକୁ ତୁରନ୍ତ ଖାଲି କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ କଡ଼ାକଡ଼ି କରାଯାଇଛି| ପୋଲିସ ଏବଂ ସୁରକ୍ଷା ଦଳ ଦ୍ୱାରା ତଲାସୀ ଆରମ୍ଭ ହେବା ସହିତ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ସ୍କ୍ୱାର୍ଡ, ମେଟାଲ ଡିଟେକ୍ଟର୍ ସାହାଯ୍ୟରେ ଛାନଭିନ ଆରମ୍ଭ ହୋଇଛି । ଗାଡ଼ି … Read more