ଷୋଡଶ ବିଧାନସଭାର ଶେଷ ଅଧିବେଶନ ସମୟ ପୂର୍ବରୁ ସରିଲା
ଭୁବନେଶ୍ଵର: ନିର୍ଧାରିତ ସମୟ ପୂର୍ବରୁ ଷୋଡଶ ବିଧାନସଭାର ଶେଷ ଅଧିବେଶନ ଶୁକ୍ରବାର ସମାପ୍ତ ହୋଇଛି। ଗତ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନକୁ ବାଚସ୍ପତି ପ୍ରମିଳା ମଲ୍ଲିକ ଆଜି ସନ୍ଧ୍ୟାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି। ଏହି ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟ ଦିବସ ଥିଲା। କିନ୍ତୁ ୫ଟି କାର୍ଯ୍ୟ ଦିବସରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତେବେ ଓଡ଼ିଶା ବିଧାନସଭା ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବା ନୂଆ କଥା … Read more