ପୁରୀ ବ୍ରିକ୍ସ ସମ୍ମିଳନୀରେ ବାଲୁକା ଆନିମେସନ ମାଧ୍ୟମରେ ପ୍ରତିନିଧିଙ୍କୁ ସ୍ୱାଗତ
ପୁରୀ: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ତାଙ୍କର ‘ପୁରୀ ସ୍ୟାଣ୍ଡ ଆର୍ଟ ଷ୍ଟୁଡିଓ’ରେ ଏକ ସ୍ୱତନ୍ତ୍ର ୧୫ ମିନିଟର ବାଲୁକା ଆନିମେସନ୍ ପ୍ରଦର୍ଶନ କରି ବ୍ରିକ୍ସ ପ୍ରତିନିଧିବୃନ୍ଦଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇଛନ୍ତି । ଆଜିଠାରୁ ପୁରୀରେ ଦ୍ୱିତୀୟ ବ୍ରିକ୍ସ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ବିପର୍ଯ୍ୟୟ ପରିଚାଳନା ଓ ପ୍ରତିରୋଧ କ୍ଷମତା ବୃଦ୍ଧି ଉପରେ ମୁଖ୍ୟ ଫୋକସ୍ କରାଯାଇଛି । ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ … Read more