ଡିଜିପି ଦାୟିତ୍ଵ ଗ୍ରହଣ କଲେ ଅରୁଣ ଷଡଙ୍ଗୀ 

କଟକ: ଡିଜିପି ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଅରୁଣ ଷଡଙ୍ଗୀ । ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ଅରୁଣ ଷଡଙ୍ଗୀ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି ।

‘ସ୍କିଲ୍ ଅନ ହ୍ଵିଲ୍’ ଯୁବବର୍ଗଙ୍କୁ ଡିଜିଟାଲ୍ ସ୍କିଲ୍ ରେ ଦକ୍ଷ କରିବ – କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ସମ୍ବଲପୁର:  ଓଡ଼ିଶାର ଯୁବବର୍ଗଙ୍କୁ ମାଗଣାରେ ଡିଜିଟାଲ ଶିକ୍ଷା ସହ ସେମାନଙ୍କୁ ଦକ୍ଷତା ବଢାଇବା ଲକ୍ଷ୍ୟରେ ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ନବରଙ୍ଗପୁରରେ ୧୨୭୨ କୋଟି  ବ୍ୟୟରେ ୧୧ଟି ବୃହତ ଉଠାଜଳସେଚନ ପ୍ରକଳ୍ପ, ୭୦ ହଜାର ଏକର ଜମି ଜଳସେଚିତ ହେବ 

ଭୁବନେଶ୍ବର: ପାର୍ବତୀଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ଅଧିନରେ  ନବରଙ୍ଗପୁର ଜିଲ୍ଲାରେ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ରଖିଛନ୍ତି। ଏହି ପ୍ରକଳ୍ପ ପାଇଁ ୧୨୭୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହା ଦ୍ୱାରା ନନ୍ଦାହାଣ୍ଡି, ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ବ୍ଲକର ପ୍ରାୟ ୧୨୦ଟି ଗାଁର ୫୦ ହଜାର ହେକ୍ଟର ଚାଷଜମିକୁ ପାଣି ମିଳି ପାରିବ। ସେହିପରି ତୁରୀ-ଗୁନ୍ତାତ୍ ଜଳସେଚନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର … Read more

ଅରୁଣ ଷଡ଼ଙ୍ଗୀଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ଵ, ହେଲେ ଭାରପ୍ରାପ୍ତ ଡିଜି   

ଭୁବନେଶ୍ୱର: ୧୯୯୦ ବ୍ୟାଚ୍ ର  ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ ଭାରପ୍ରାପ୍ତ ପୁଲିସ ଡିଜି ଭାବେ ରାଜ୍ୟ ସରକାର ଆଜି ନିଯୁକ୍ତି ଦେଇଛନ୍ତି ।

ଐତିହାସିକ ପଦକ୍ଷେପ: ବିଏସକେୱାଇ-ନବୀନ କାର୍ଡର ଶୁଭାରମ୍ଭ କଲେ ନବୀନ 

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସକେୱାଇ-ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ବିଏସକେୱାଇ ଯୋଜନାରୁ ବଞ୍ଚିତ ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ।

ଜାଲ ଜାତିଗତ ପ୍ରମାଣ ଦେଇ ଡାକ୍ତର ଗିରଫ 

ବ୍ରହ୍ମପୁର: ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ସଂରକ୍ଷଣ ସୁବିଧାରେ ମେଡିକାଲ ସିଟ୍ ହାତେଇଥିବା ନିଶ୍ଚେତକ ବିଭାଗ ଡାକ୍ତର ଦୁର୍ଗଦତ୍ତ ଜାନିଙ୍କୁ ଗିରଫ କରିଛି କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଥାନା ପୁଲିସ।

ନୂଆ-ଓ କ୍ରୀଡା ଉତ୍ସବ ଉଦଯାପିତ 

ହିଞ୍ଜିଳିକାଟୁ : ତୃଣମୂଳ ସ୍ତରରେ ଯୁବ ଓ ଛାତ୍ର ମାନଙ୍କ ଭିତରେ ଲୁଚିରହିଥିବା ପ୍ରତିଭାର ଅନ୍ୱେଷଣ ସକାଶେ ରାଜ୍ୟ ସରକାରଙ୍କ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଭିଯାନ କ୍ରମରେ ରାଜ୍ୟର…

ବର୍ଷିୟାନ ସାମ୍ବାଦିକ ଜ୍ୟୋତି ରଂଜନ ଦାସ ଙ୍କ ପତ୍ନୀ ବିୟୋଗ

ବ୍ରହ୍ମପୁର:  ବର୍ଷିୟାନ ସାମ୍ବାଦିକ ଜ୍ୟୋତି ରଂଜନ ଦାସ ଙ୍କ ପତ୍ନୀ ତଥା ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ ଙ୍କ ଭଉଣୀ ଭାରତୀ ପଟ୍ଟନାୟକ ଙ୍କ ଦେହାନ୍ତ ଘଟିଛି ।

ଭିଷ୍ମଗିରି ହାଇସ୍କୁଲ୍ ରେ ହୀରକ ଜୟନ୍ତୀଉତ୍ସବପାଳିତ

ଦିଗପହଣ୍ଡି:  ଭିଷ୍ମଗିରି ହାଇସ୍କୁଲ୍ର ହୀରକ ଜୟନ୍ତୀ ଉତ୍ସବ ଆଜି  ଉଦଯାପିତ ହୋଇଯାଇଛି। ଗତକାଲି  ୨୬ ତାରିଖରେ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ଉତ୍ସବର  ଆଜି  ଉଦଯାପନ  ହୋଇଛି।