ସାଲୁର ଘାଟିରେ ଜଳିଗଲା ବସ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଜୟପୁର: ଆଜି ସକାଳୁ ଘାଟିରେ ଓଏସଆରଟିସି ବସ୍ଟି ଜଳିଯାଇଥିବା ଖବର ମିଳିଛି । ଜୟପୁରର ପଟାଙ୍ଗୀ ବ୍ଲକ ସାଲୁର ଘାଟିରେ ଏକ ଯାତ୍ରୀବାହି ବସ୍ରେ ଏହି ଅଘଟଣ ଘଟିଯାଇଛି । ଯାହା ଫଳରେ ଏକ ବଡ ବିପଦରୁ ଅଳ୍ପକେ ବର୍ତିଯାଇଛନ୍ତି ଯାତ୍ରୀ ।ମିଳିଥିବା ଖବରରୁ ଜଣାପଡିଛି ଯେ, ଆଜି ସକାଳୁ ବସ୍ଟି ବିଜୟନଗର ଠାରୁ ଜୟପୁର ଅଭିମୁଖେ ବାହାରିଥିଲା । ଆନ୍ଧ୍ର ସୀମାନ୍ତ କେନାୱାଲାସର ପ୍ରଥମ ଘାଟି ଚଢୁଥିବା ବେଳେ ହଠାତ ବସ୍ ଇଂଜିନରୁ ଧୂଆଁ ବାହାରିଥିଲା … Read more