ଆଜିଠାରୁ ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ
କେନ୍ଦ୍ରାପଡା: ଆଜିଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବନଖଣ୍ଡ ଅଧୀନରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରେ ବାର୍ଷିକ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟ କ୍ରମାଗତ ତିନି ଦିନ ଧରି ଚାଲିବ। ସୂଚନା ଅନୁଯାୟୀ, ଉଦ୍ୟାନର ମଠାଆଡ଼ିଆ, ଦୁର୍ଗାପ୍ରସାଦ ଦିଆ ଏବଂ ଲକ୍ଷ୍ମୀ ପ୍ରସାଦ ଦିଆ ଆଦି ଅଞ୍ଚଳରେ ଏହି ତିନି ଦିନିଆ ଗଣନା କରାଯିବ। ଏହି କାର୍ଯ୍ୟ ପାଇଁ ବନ ବିଭାଗର ୪ଟି ଟିମ୍ ନିୟୋଜିତ ହୋଇଛନ୍ତି … Read more