ଆଲ୍ଲୁ ଅର୍ଜୁନଙ୍କ ବ୍ୟକ୍ତିଗତଜେଟର ମୂଲ୍ୟ ୮୦ କୋଟି ଟଙ୍କା!
ହାଇଦ୍ରାବାଦ: ଶ୍ରେଷ୍ଠ ଆକ୍ଟର ଜାତୀୟ ପୁରସ୍କାର ଜିତିବାରେ ପ୍ରଥମ ତେଲୁଗୁ ଅଭିନେତା ହେବା ପରେ ଅଲ୍ଲୁ ଅର୍ଜୁନ ବର୍ତ୍ତମାନ ପ୍ରଶଂସା ଏବଂ ଭଲପାଇବା ସାଉଁଟୁଛନ୍ତି। ଅଭିନେତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା-୨’ର ମୁକ୍ତିଲାଭକୁ ଅପେକ୍ଷା କରିଥିବା ବେଳେ ଏବେ ତାଙ୍କର ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିନେତା କିଭଳି ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି, ଫିଲ୍ମ ଓ ବ୍ୟବସାୟରୁ କେତେ ଟଙ୍କା ଆୟ କରୁଛନ୍ତି ଓ କେଉଁ ସ୍ଥାନରେ ତାଙ୍କର କେତେ ସମ୍ପତ୍ତି … Read more