ବିଗ୍ ବି ସୁସ୍ଥ, ଆଞ୍ଜିଓପ୍ଲାଷ୍ଟି ହେବା ଖବରକୁ ମିଛ ବୋଲି କହିଲେ
ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚନ ସୁସ୍ଥ ଅଛନ୍ତି ବୋଲି ନିଜେ ସୂଚନା ଦେଇଛନ୍ତି। ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିବା ଖବରକୁ ମିଛ ବୋଲି କହିଲେ କହିଛନ୍ତି ବିଗ ବି । ସୁସ୍ଥ ଅଛି ବୋଲି ଦେଲେ ସୂଚନା । ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି, ଯେଉଁମାନେ ସର୍ବଦା ଅଭିନେତାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରନ୍ତି | ଗତକାଲି ଖବର ଆସିଥିଲା ଯେ ବିଗ୍ ବି ଅସୁସ୍ଥ ଅଛନ୍ତି ଏବଂ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ … Read more