୨ୟ ତାଲିକାରେ କଂଗ୍ରେସ ୪୩ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା
ନୂଆଦିଲ୍ଲୀ: ଆସୁଥିବା ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ଦଳ ନିଜର ଦ୍ୱିତୀୟ ତାଲିକା ଘୋଷଣା କରିଛି। ଏହି ତାଲିକାରେ ଆସାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ପ୍ରାର୍ଥୀଙ୍କୁ ମିଶାଇ ମୋଟ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ମଧ୍ୟ ଟିକେଟ ଦିଆଯାଇଛି । ମଧ୍ୟପ୍ରଦେଶର ଛିନ୍ଦୱାଡା ଆସନର ବର୍ତ୍ତମାନର ସାଂସଦ ନକୁଲ ନାଥଙ୍କୁ ମଧ୍ୟ କଂଗ୍ରେସ ପୁଣି ଥରେ ଟିକେଟ ଦେଇଛି । ଗତକାଲି ନୂଆଦିଲ୍ଲୀରେ ଦଳର … Read more