ଇଡି ଛତିଶଗଡ଼ ମଦ ଦୁର୍ନୀତି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସରଙ୍କୁ ବାନ୍ଧିଲା
ରାୟପୁର: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମଦ ଦୁର୍ନୀତି ମାମଲାରେ ଛତିଶଗଡ଼ର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅନୀଲ ତୁଟେଜାଙ୍କୁ ଗିରଫ କରିଛି। ୨୦୦୩ ବ୍ୟାଚ୍ର ଏହି ଅଧିକାରୀଙ୍କୁ ଶନିବାର ରାୟପୁରସ୍ଥିତ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)/ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) କାର୍ଯ୍ୟାଳୟରୁ ଗିରଫ କରିଛି ଫେଡେରାଲ ଏଜେନ୍ସି। ଯେଉଁଠାକୁ ପ୍ରଶାସନିକ ଅଧିକାରୀ ଏବଂ ତାଙ୍କ ପୁଅ ୟଶ ଟୁଟେଜା ସମାନ ମାମଲାରେ ବୟାନ ରେକର୍ଡ କରିବାକୁ ଯାଇଥିଲେ।ପରେ ଆଇଏଏସ୍ ଅଧିକାରୀଙ୍କୁ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ)ର ବ୍ୟବସ୍ଥା ଅନୁଯାୟୀ … Read more