ଯୁଦ୍ଧ ପାଇଁ ଭାରତୀୟ ବିମାନ ସେବା ବାତିଲ
ନୂଆଦିଲ୍ଲୀ:ଭାରତୀୟ ବିମାନ କମ୍ପାନୀଗୁଡ଼ିକର ୩୫୦ ରୁ ଅଧିକ ବିମାନ ବାତିଲ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA)ର ସଦ୍ୟତମ ତଥ୍ୟ ଅନୁଯାୟୀ, ମଧ୍ୟପ୍ରାଚ୍ୟ ଆକାଶମାର୍ଗରେ ଲାଗୁ ହୋଇଥିବା କଟକଣା ଯୋଗୁଁ ବିମାନ ଚଳାଚଳ କ୍ଷେତ୍ରରେ ଏହି ବଡ଼ ବାଧା ସୃଷ୍ଟି ହୋଇଛି । ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା ଯେ ଗୋଟିଏ ଦିନ ପୂର୍ବରୁ, ଫେବୃଆରୀ ୨୮ ତାରିଖରେ ୪୧୦ଟି ଘରୋଇ ବିମାନ ଉଡ଼ାଣ ବାତିଲ କରାଯାଇଥିଲା । ପିଟିଆଇ ସୂତ୍ର ଅନୁଯାୟୀ, … Read more