୪୦୦ କୋଟିରୁ ଅଧିକ ଅବୈଧ ରାଶି ଜବତ:EC
ନୂଆଦିଲ୍ଲୀ:ଦେଶର ୫ ରାଜ୍ୟରେ ନିର୍ବାଚନ ଘୋଷଣା ସହିତ ଆଚାର ସଂହିତା ଲାଗୁ ହୋଇଯାଇଛି। ଏଥିରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ କାର୍ଯ୍ୟାନୁଷ୍ଠାନ କରି ୪୦୦ କୋଟିରୁ ଅଧିକ ଟଙ୍କାର ଅବୈଧ ରାଶି ଜବତ କରିଛନ୍ତି। ଏହି ସୂଚନା ନିର୍ବାଚନ ଆୟୋଗ ଦେଇଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଇଲେକ୍ଟ୍ରୋନିକ ଜବତ ପ୍ରବନ୍ଧନ ପ୍ରଣାଳୀ ଆକ୍ଟିଭ ହେବା ପରେ ଏହି ପ୍ରଚୁର ଧନରାଶି ଜବତ ହୋଇ ପାରିଛି। ଇଲେକ୍ସନ କମିଶନ … Read more