ସୋହରାବୁଦ୍ଦୀନ ଏନକାଉଣ୍ଟର ମାମଲା, ନିର୍ଦ୍ଦୋଷରେ ଖଲାସ ହେଲେ ୨୨ ଅଭିଯୁକ୍ତ
ମୁମ୍ବାଇ: ଭାରତରେ ସବୁଠୁ ବଡ ଚର୍ଚ୍ଚିତ ଏନକାଉଣ୍ଟର ମାମଲା ମଧ୍ୟରୁ ସୋହରାବୁଦ୍ଦୀନ ମାମଲା ପୂରା ଦେଶରେ ଚର୍ଚ୍ଚିତ ବିଷୟ ପାଲଟିଥିଲା । ବମ୍ବେ ହାଇକୋର୍ଟ ଗୁଜରାଟର ବହୁ ଚର୍ଚ୍ଚିତ ସୋହରାବୁଦ୍ଦୀନ ଶେଖ ଏନକାଉଣ୍ଟର ମାମଲାରେ ୨୧ ପୋଲିସ କର୍ମଚାରୀ ସମେତ ୨୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସୂଚନା ଥାଉ ଯେ, ୨୦୦୬-୦୬ ଏହି ମାମଲାରେ ୨୦୧୮ ଡିସେମ୍ବରରେ ସ୍ୱତନ୍ତ୍ର ଅଦାଲତ ସମସ୍ତ ୨୨ ଅଭିଯୁକ୍ତଙ୍କୁ ଖଲାସ କରିଥିଲେ । ଏଥିରୁ ୨୧ ପୋଲିସ କର୍ମଚାରୀ … Read more