ବଦଳିବ ରୂପରେଖ ବିଶ୍ୱସ୍ତରୀୟ ଟୁରିଷ୍ଟ ସ୍ପଟ୍ ହେବ ଖଣ୍ଡଗିରି-ଉଦୟଗିରି
ଭୁବନେଶ୍ୱର: ଖଣ୍ଡଗିରି ଓ ଉଦୟଗିରି ଏହି ଯୁଗ୍ମ ପାହାଡ଼କୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାକୁ ହୋଇଛି ବଡ଼ ଯୋଜନା। ଏଥିପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ପର୍ଯ୍ୟଟନ ବିଭାଗ ପ୍ରସ୍ତାବ ଦେଇଛି l ବିଭାଗୀୟ ସ୍ଥାୟୀ କମିଟି-୩ ପକ୍ଷରୁ ଖଣ୍ଡଗିରି-ଉଦୟଗିରିର ସର୍ବାଙ୍ଗୀନ ବିକାଶ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯାଇଛି। ଏହି ଯୋଜନାର ସବୁଠୁ ବଡ଼ ଆକର୍ଷଣ ହେବ କଳିଙ୍ଗ ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ। ପ୍ରସ୍ତାବ … Read more