ସଫଳ ହେଲା ନାସା ର ଆର୍ଟେମିସ୍-II ମିଶନ
ନୂଆଦିଲ୍ଲୀ : ନାସାର ଆର୍ଟେମିସ-II ମିଶନ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛି । ଏହି ମିଶନରେ ଯାଇଥିବା ୪ ଜଣ ମହାକାଶଚାରୀ ଚନ୍ଦ୍ର ପରିକ୍ରମା କରି ସଫଳତାର ସହ ପୃଥିବୀକୁ ଫେରିଛନ୍ତି । ଆମେରିକୀୟ ସମୟ ଅନୁଯାୟୀ, ୧୦ ଏପ୍ରିଲ ୨୦୨୬ ରାତି ୮:୦୭ (EDT) ଏବଂ ଭାରତୀୟ ସମୟ ୧୧ ଏପ୍ରିଲ ସକାଳ ୫:୩୭ ମିନିଟ୍ରେ ଏହି ମହାକାଶଯାନଟି କାଲିଫର୍ଣ୍ଣିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ସ୍ପ୍ଲାସଡାଉନ୍ କରିଛି । ଚନ୍ଦ୍ର ଯାତ୍ରାରେ … Read more