ଭୁବନେଶ୍ୱର ବିମାନବନ୍ଦରରେ ଏବେ ଘଣ୍ଟାକୁ ଉଡ଼ିବ ୧୫ରୁ ୨୦ ବିମାନ
ଭୁବନେଶ୍ୱର: ଭୁବନେଶ୍ୱର: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଭୁବନେଶ୍ୱର ଆକାଶରେ ବିମାନକୁ ଆଉ ଅଧିକ ସମୟ ଧରି ଚକ୍କର କାଟିବାକୁ ପଡ଼ିବ ନାହିଁ କିମ୍ବା ରନ୍ୱେ ଖାଲି ହେବା ପାଇଁ ଅପେକ୍ଷା କରିବାକୁ ହେବନାହିଁ। ବିମାନବନ୍ଦରରେ ନୂତନ ଭାବେ ନିର୍ମିତ ପାରାଲାଲ୍ ଟାକ୍ସି ଟ୍ରାକ୍ (PTT) ଏବଂ ରାପିଡ୍ ଏକ୍ଜିଟ୍ ଟ୍ୟାକ୍ସି-ୱେ (RET) ର ଶୁଭାରମ୍ଭ ହୋଇଯାଇଛି। ଏହି ନୂତନ ବ୍ୟବସ୍ଥା ଫଳରେ ଏବେ ଘଣ୍ଟାକୁ ୧୫ରୁ ୨୦ଟି ବିମାନ ସହଜରେ ଉଡ଼ାଣ ଓ … Read more