ଖଣି ମାଲିକଙ୍କ ଘରେ ବଡ଼ଧରଣର ଚଢାଉ
ରାଇରଙ୍ଗପୁର: ଖଣି ମାଲିକଙ୍କ ଘରେ ଚଢ଼ାଉ । ମୟୂରଭଂଜ ଜିଲ୍ଲାରେ ବେଆଇନ ଖଣି କାରବାର ଓ ରାଜସ୍ଵ ଆଦାୟ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୭୦କୋଟି ଟଙ୍କାର ବକେୟା ଆଦାୟ ପାଇଁ ସମ୍ପତ୍ତି ଦଖଲ ପ୍ରକ୍ରିୟା ଜାରି। ଦୀର୍ଘଵର୍ଷ ହେଲା ଖଣି ମାଲିକ ବକେୟା ଟଙ୍କା ଡିପୋଜିଟ୍ କରୁନଥିବାରୁ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ରାଇରଙ୍ଗପୁରର ଖଣି ମାଲିକ ଜୟ କିଶୋର ଚୌବେଙ୍କ ଘରେ ଚଢ଼ାଉ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତହସିଲଦାର, … Read more