June 26, 2025 7:03 pm

୫-ଟି ଅଧ୍ୟକ୍ଷଙ୍କ ହିଞ୍ଜିଳିକାଟୁ ଗସ୍ତ

୫-ଟି ଅଧ୍ୟକ୍ଷଙ୍କ ହିଞ୍ଜିଳିକାଟୁ ଗସ୍ତ

ହିଞ୍ଜିଳିକାଟୁ : ଗଞ୍ଜାମ ଗସ୍ତରେ ଆସି ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ହିଞ୍ଜିଳିକାଟୁ ପୌରପରିଷଦ ଅଧିନ ମିନି ଷ୍ଟାଡିୟମ ଠାରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସ୍ତରୀୟ ନୂଆ-ଓ ମେଗା କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ଗଛ କଟାକୁ ତୀବ୍ର ବିରୋଧ କରି ବ୍ରହ୍ମପୁର ସବୁଜ ବାହିନୀର ଧାରଣା

ଗଛ କଟାକୁ ତୀବ୍ର ବିରୋଧ କରି ବ୍ରହ୍ମପୁର ସବୁଜ ବାହିନୀର ଧାରଣା

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବିକାଶ ଆଳରେ ଗଛକଟା ବିଭିନ୍ନ ସ୍ଥାନରେ ଜାରି ରହିଥିବାବେଳେ ଗତ ୧୩ ତାରିଖରେ  ବ୍ରହ୍ମପୁର ରେଳ ଷ୍ଟେସନ ନିକଟବର୍ତ୍ତୀ ଅଟୋ ଷ୍ଟାଣ୍ଡଠାରେ ତିନୋଟି ବିରାଟ ଗଛକୁ କାଟିବା ପାଇଁ ପ୍ରସ୍ତୁତି ଚାଲୁଥିଲା।

୫୯ ଟି ବୃହତ  ଉଠା ଜଳସେଚନ ପ୍ରକଳ୍ପ ଉଦ୍ଘାଟିତ 

ଭୁବନେଶ୍ୱର: ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏହାକୁ ଉଦଘାଟନ କରିଛନ୍ତି ।

ଏକାମ୍ର ନିର୍ବାଚନମଣ୍ଡଳୀରେ ୪ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ୧୫୯.୨୯ କୋଟି ଟଙ୍କା ବ୍ୟୟରେ ୪ଟି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ରେଳବାଇର କେନ୍ଦୁଝରକୁ କ୍ରମାଗତ ଅବହେଳା ଚିନ୍ତାଜନକ:ବଦ୍ରି ପାତ୍ର

କେନ୍ଦୁଝର ଜିଲ୍ଲା କୁ ରେଳ ମନ୍ତ୍ରଣାଳୟ ର କ୍ରମାଗତ ଅବହେଳା କରୁଥିବା ଦେଖାଯାଉଛି:ବଦ୍ରି ପାତ୍ର

କେନ୍ଦୁଝର: ପୂର୍ବତଟ ରେଳବାଇ ହେଉ କି ଦକ୍ଷିଣ- ପୂର୍ବରେଳବାଇ, କେନ୍ଦୁଝର ଜିଲ୍ଲା ଖଣିଜ ପଦାର୍ଥ ପରିବହନରେ ସର୍ବାଧ‌ିକ ରାଜସ୍ୱ ଦେଇଥିବାବେଳେ କ୍ରମାଗତ ଭାବେ ଅବିଚାର ଓ ବୈମାତ୍ମକ ମନୋଭାବରୁ ଶିକାର ହୋଇଛି କେନ୍ଦୁଝର ଜିଲ୍ଲା । ଏହି ଜିଲ୍ଲାର ..

ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବଜାର ମୂଲ୍ୟ ୧ ଲକ୍ଷ କୋଟି ଛୁଇଁଲା

ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବଜାର ମୂଲ୍ୟ ୧ ଲକ୍ଷ କୋଟି ଛୁଇଁଲା

ମୁମ୍ବାଇ: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତୃତୀୟ ଭାରତୀୟ ଋଣଦାତା ହୋଇପାରିଛି ଯେଉଁଥିରେ ଚଳିତ ବର୍ଷ ଏହାର ଅଂଶଧନ 60 ପ୍ରତିଶତରୁ ଅଧିକ ହେବା ପରେ ୧ ଲକ୍ଷ କୋଟି ଟଙ୍କାର ବଜାର ମୂଲ୍ୟ ଅତିକ୍ରମ କରିଛି।

ଏୟାରପୋର୍ଟରେ ଚାଲିଲା କୋଭିଡ୍‌ ଟେଷ୍ଟ, ପୁଣି ମାସ୍କକୁ ଗୁରୁତ୍ଵ

ଏୟାରପୋର୍ଟରେ ଚାଲିଲା କୋଭିଡ୍‌ ଟେଷ୍ଟ, ପୁଣି ମାସ୍କକୁ ଗୁରୁତ୍ଵ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁରୁଣା ନିୟମ ପୁନର୍ବାର ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏୟାରପୋର୍ଟ ରେ ପୁଣି ମାସ୍କ ପିନ୍ଧିବାକୁ କୁହାଯାଉଥିବାଳେ ଥଣ୍ଡା, ଜରର ପରୀକ୍ଷା କରାଯାଉଛି।

ନୂଆଦିଲ୍ଲୀ: ଫେରିଲା ମାସ୍କ।  ଆସିଲା କୋଭିଡ ଡର।  ସିଙ୍ଗାପୁରରେ  କରୋନା ର କମ୍‌ବ୍ୟାକ୍‌। ମାସ୍କ ପିନ୍ଧି ଚଳପ୍ରଚଳ କରୁଛନ୍ତି ଲୋକେ। କୋଭିଡ୍‌-୧୯ ସହ ଜଡିତ ନୂଆ ଭ୍ୟାରିୟଣ୍ଟ କାରଣରୁ ଶ୍ୱାସକ୍ରିୟା ସଂକ୍ରମଣ ତିବ୍ର ଭାବେ ବ୍ୟାପିବାରେ ଲାଗିଛି ।  ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ  ପୁରୁଣା  ନିୟମ ପୁନର୍ବାର ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏୟାରପୋର୍ଟ ରେ ପୁଣି ମାସ୍କ ପିନ୍ଧିବାକୁ କୁହାଯାଉଥିବାଳେ  ଥଣ୍ଡା, ଜରର ପରୀକ୍ଷା କରାଯାଉଛି।  

ପ୍ରଶିଦ୍ଧ ଅଭିନେତା ଶ୍ରେୟସ୍‌ ତଲପଡେଙ୍କୁ  ହୃଦଘାତ

ପ୍ରଶିଦ୍ଧ ଅଭିନେତା ଶ୍ରେୟସ୍‌ ତଲପଡେଙ୍କୁ  ହୃଦଘାତ

ନୂଆଦିଲ୍ଲୀ:  ବଲିଉଡ୍‌ ପ୍ରଶିଦ୍ଧ ଅଭିନେତା  ଶ୍ରେୟସ୍‌ ତଲପଡେଙ୍କୁ ହୃଦଘାତ । ସୁଟିଂ କରୁଥିବାବେଳେ ଛାତିରେ ଅନୁଭବ କରିଥିଲେ ଯନ୍ତ୍ରଣା ଆଉ ତଳେ ପଡିଯାଇଥିଲେ  ତାଙ୍କୁ ତୁରନ୍ତ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 47 ବର୍ଷୀୟ ଶ୍ରେୟସ୍‌ ଙ୍କ ଚିକିତ୍ସା କରୁଛନ୍ତି

ଶାରଳା ମନ୍ଦିରରୁ 10 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚୋରି

ଶାରଳା ମନ୍ଦିରରୁ 10 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚୋରି

ଜଗତସିଂହପୁର:  ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ ବାସୀନୀ ମା ଶାରଳାଙ୍କ ମନ୍ଦିରରୁ ଦୁରବୁତ ମାନେ ଚୋରି କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ମନ୍ଦିର ସାମ୍ନାରେ ଥିବା ୧ନଂ ହୁଣ୍ଡି ବଡ଼ ହୁଣ୍ଡିରୁ ..

ରିଲାଏନ୍ସ ଜିଓ ଆଣିଲା ୩ଟି ନୂଆ ପ୍ଲାନ୍‌

ରିଲାଏନ୍ସ ଜିଓ ଆଣିଲା ୩ଟି ନୂଆ ପ୍ଲାନ୍‌

ଭୁବନେଶ୍ୱର: ନୂଆବର୍ଷ ପାଇଁ ଜିଓ ନିଜ ଗ୍ରାହକ  ମାନଙ୍କ ପାଇଁ  ଖୁସିର ଖବର ଆଣିଛି  ।  ଜୀଓ  ଜିଓଟିଭି ପ୍ରିମିୟମ ପ୍ଲାନ୍ ନାମରେ ମାଗଣା ଓଟିଟି ଆପ୍ ସବସ୍କ୍ରିପସନ୍ ସହ କମ୍ପାନି ୩ଟି ନୂଆ ମୋବାଇଲ୍ ପ୍ଲାନ୍‌ର ଶୁଭାରମ୍ଭ କରିଛି ।