ହ୍ୱାଟସ୍ଆପ୍ର ‘ୟୁଜରନେମ୍’ ଫିଚରକୁ ନେଇ ମେଟାକୁ ନୋଟିସ୍ ଜାରି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ମେଟା ଅଧିକୃତ ହ୍ୱାଟସ୍ଆପ୍ ଏବେ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି ଯେଉଁଥିରେ ବ୍ୟବହାରକାରୀମାନେ ନିଜର ମୋବାଇଲ୍ ନମ୍ବର ବଦଳରେ ଏକ ନିର୍ଦ୍ଦିଷ୍ଟ ‘ୟୁଜରନେମ୍’ ମାଧ୍ୟମରେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିପାରିବେ। ଯାହାଫଳରେ କାହା ସହ ଚାଟିଂ କିମ୍ବା କଲିଂ କରିବା ପାଇଁ ଫୋନ୍ ନମ୍ବର ସେୟାର କରିବାର ଆବଶ୍ୟକତା ରହିବ ନାହିଁ। ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ ଏହି ଫିଚରଟି ଲୋକପ୍ରିୟ ହେବ ବୋଲି କମ୍ପାନୀ ଦାବି କରୁଥିଲେ ମଧ୍ୟ ସରକାରୀ ଏଜେନ୍ସିଗୁଡ଼ିକ ଏହାକୁ … Read more