ପ୍ରଚାର ତାତି :ପାଣ୍ଡିଆନ ସାମ୍ବାଦିକ ରାହୁଲ କନୱାଲଙ୍କ ସହ ପଖାଳର ମଜା ନେଲେ  

ଭୁବନେଶ୍ୱର: ପ୍ରଚଣ୍ଡ ଖରା ଗରମ କୁ ବଳିଯାଇଛି ନିର୍ବାଚନ ଗରମ ହାୱା । ଧୂ ଧୂ ଖରା ଓ ଗୁଳୁଗୁଳି ଭିତରେ ବିଜେଡି ପ୍ରଚାରକୁ ଜୋରଦାର କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଲଗାତର ପ୍ରଚାର ମଇଦାନକୁ ଓହ୍ଲାଇଥିବା ପାଣ୍ଡିଆନ୍ ଆଜି ତୃତୀୟ ଦିନରେ ଆସିଥିଲେ କଳାହାଣ୍ଡି । କଳାହାଣ୍ଡି ଲୋକସଭା ଅନ୍ତର୍ଗତ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଡ୍ ସୋ’ କରିବା ସାଙ୍ଗକୁ ଜନସଭାକୁ ସମ୍ବୋଧିତ କରିଥିଲେ । ନବୀନ ସରକାରଙ୍କ ବିକାଶ କାର୍ଯ୍ୟକୁ ଆଲୋକପାତ କରିବା … Read more

୬୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ,  ୧୪ ପାକିସ୍ତାନୀ ଗିରଫ

ନୂଆଦିଲ୍ଲୀ: ଗୁଜୁରାଟ ଉପକୂଳବର୍ତ୍ତୀ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ଭାରତୀୟ ତଟରକ୍ଷୀ ବାହିନୀ ପ୍ରାୟ ୮୦ କିଲୋଗ୍ରାମ ଡ୍ରଗ୍ସ ସହିତ ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ଧରିଛନ୍ତି। ଏହି ଅପରେସନ୍ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏବଂ ଗୁଜୁରାଟ ଏଟିଏସ୍ ସହିତ ମିଳିତ ଅପରେସନରେ କରାଯାଇଛି। ଗତ କିଛି ଦିନ ହେବ ଗୁପ୍ତଚର ଇନପୁଟ୍ ଆଧାରରେ ଏଜେନ୍ସିଗୁଡ଼ିକ ଦ୍ୱାରା ଏହି ଅପରେସନ୍ ଚାଲିଥିଲା। ଇଣ୍ଡିଆନ କୋଷ୍ଟଗାର୍ଡ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ଯେ, “ଗୁଜୁରାଟ ଏଟିଏସ ଏବଂ … Read more

ଭାରତ ଗସ୍ତକୁ ନା ନା, ଚାଇନାରେ ଏଲୋନ୍ ମସ୍କ

ନୂଆଦିଲ୍ଲୀ: ଟେସଲା ସିଇଓ ତଥା ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ ଏଲୋନ୍ ମସ୍କ ଆଜି ଚୀନ ଗସ୍ତ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଠାରୁ ଖବର ରଖୁଥିବା ଲୋକଙ୍କଠାରୁ ଏହି ସୂଚନା ମିଳିଛି। ଏଠାରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଲୋନ୍ ମସ୍କଙ୍କ ଚୀନ୍ ଗସ୍ତ ଏମିତି ଏକ ସମୟରେ ହେଉଛି, ଯେତେବେଳେ ସେ କିଛି ଦିନ ପୂର୍ବରୁ ଭାରତ ଗସ୍ତକୁ ସ୍ଥଗିତ ରଖିଥିଲେ। ସେ କହିଥିଲେ ଯେ, ଟେସଲା ର କାମ ହେତୁ ସେ … Read more

ବିଜେପି ୮ ପ୍ରାର୍ଥୀଙ୍କ ନାମ ଘୋଷଣା କଲା, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ, ସାଲେପୁରରୁ ଅରିନ୍ଦମ

ଭୁବନେଶ୍ଵର: ବହୁ ହିସାବ ନିକାସ ପରେ ଆଜି ବିଜେପି ଘୋଷଣା କରିଛି ତାହାର ପ୍ରାର୍ଥୀ ତାଲିକା। ଆଜି ଦଳ ଆଠ ଜଣଙ୍କ ନାମ ଘୋଷଣା କରିଛି। ଏଥିରେ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ହୋଇଥିବା ବେଳେ ସାଲେପୁରରୁ ଅରିନ୍ଦମ ରାୟ। ଜାଣନ୍ତୁ ପୁରା ତାଲିକା

ବିଜେଡିର ଅଷ୍ଟମ ପ୍ରାର୍ଥୀ ତାଲିକା,ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ, ବେଗୁନିଆରୁ ପ୍ରଦୀପ ସାହୁ

ଭୁବନେଶ୍ଵର: ବିଜେଡି ଘୋଷଣା କରିଛି ତାହାର ଅଷ୍ଠମ ପ୍ରାର୍ଥୀ ତାଲିକା। ବିଜେପି ଘୋଷଣାର କିଛି ସମୟ ପରେ ବିଜେଡି ତିନିଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁ ତିନିଜଣଙ୍କ ନାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ସେମାନେ ହେଲେ

ପାଣ୍ଡିଆନଙ୍କ ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର ଅଭିଯାନ

ଭୁବନେଶ୍ଵର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି । ବହୁସଂଖ୍ୟାରେ ଆସି ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ । ୯୦ ପ୍ରତିଶତ ଭୋଟରେ ଜିତାନ୍ତୁ । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ … Read more

୩୨ ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ; ଅନୁଗୁଳରେ ସର୍ବାଧିକ ୪୪.୬ ଡିଗ୍ରି ରେକର୍ଡ

ଭୁବନେଶ୍ଵର:ସାରା ରାଜ୍ୟ ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହେଉଛି। ଆହୁରି ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ନାହିଁ ବୋଲି  ପାଣିପାଗ ବିଭାଗ ପକ୍ଷରୁ ଏଭଳି ସତର୍କ ସୂଚନା ଜାରି ହୋଇଛି। ଏହାରି ମଧ୍ୟରେ ରାଜ୍ୟର ୩୨ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଉପରେ ରହିଛି। ସେହିପରି ୧୨ ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ରହିଛି। ଅନୁଗୁଳରେ ୪୪.୬ ଡିଗ୍ରି ସର୍ବାଧିକ ତାପମାତ୍ରା ରହିଛି। ବୌଦ୍ଧରେ  ୪୪.୫, ନୂଆପଡା ଏବଂ ବଲାଙ୍ଗୀରରେ ୪୪ … Read more

ସାଧାରଣ ନିର୍ବାଚନ-୨୦୨୪: ୭୮ ବର୍ଷୀୟା ବୃଦ୍ଧାହସ୍ପିଟାଲ୍‌ରୁ ଷ୍ଟ୍ରେଚର୍‌ରେ ବୁହାହୋଇ ଆସି ଦେଲେ ଭୋଟ୍‌

ନୂଆଦିଲ୍ଲୀ: ଗଣତନ୍ତ୍ରରେ ମତଦାନ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ନାଗରିକ ଅଧିକାର। ପାଞ୍ଚ ବର୍ଷକୁ ଥରେ ଆସୁଥିବା ଏହି ମତଦାନ ଅଧିକାରକୁ ସାବ୍ୟସ୍ତ କରିବାର ସୁଯୋଗ ଆଦୌ ବି ହାତଛଡ଼ା କରିବା ଉଚିତ ନୁହେଁ। ୭୮ ବର୍ଷୀୟା ଜଣେ ମହିଳା ଅସୁସ୍ଥ ଥିବା ସତ୍ତ୍ବେ ହସ୍ପିଟାଲ୍‌ରୁ ଷ୍ଟ୍ରେଚରରେ ବୁହା ହୋଇ ଭୋଟ୍‌ ଦେବାକୁ ଆସି ସଭିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ମଙ୍ଗଳବାର ଦିନ ଶ୍ରୀମତୀ କଲଭତୀଙ୍କୁ ନାମ୍ନୀ ଏହି ମହିଳାଙ୍କୁ ଜୟନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା “ଭୋଟ୍ ଦେବା … Read more

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଏପ୍ରିଲ୍ ୨୮ରେ ମାଗଣା ମଧୁମେହ ଚିକିତ୍ସା ଶିବିର

ବ୍ରହ୍ମପୁର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ଥାନୀୟ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଆସନ୍ତା ଏପ୍ରିଲ୍ ୨୮ ତାରିଖ ଦିନ ମଧୁମେହ ରୋଗୀଙ୍କ ନିମନ୍ତେ ସମ୍ପୂର୍ଣ୍ଣ ମାଗଣାରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହେବ। ସକାଳ ୯ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କୁ ଚିକିତ୍ସା କରିବେ ଓ ପରାମର୍ଶ ଦେବେ। ଜନସାଧାରଣ ଏହି ମାଗଣା ମଧୁମେହ ଚିକିତ୍ସା ଶିବିରକୁ ଆସି ନିଜର … Read more

ବିଶ୍ଵର ସବୁଠାରୁ ମହଙ୍ଗା ନିର୍ବାଚନ ହେଉଛି ଭାରତରେ 

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ୨୦୨୪ ମସିହା ହେଉଛି ସମଗ୍ର ବିଶ୍ଵ ପାଇଁ  ନିର୍ବାଚନର ବର୍ଷ। କାରଣ ବିଶ୍ଵର ପ୍ରାୟ ୭୦ରୁ ୮୦ଟି ଦେଶରେ ଏବର୍ଷ ନିର୍ବାଚନ ହେଉଛି । ନିର୍ବାଚନ ହେଉଥିବା ଦେଶଗୁଡ଼ିକ ମଧ୍ୟରେ ରହିଛନ୍ତି ଆମେରିକା, ରୁଷ, ବ୍ରିଟେନ, ଅଷ୍ଟ୍ରେଲିଆ, ଇସ୍ରାଏଲ, ଇରାନ, ପାକିସ୍ତାନ, ବାଂଲାଦେଶ, ଫ୍ରାନ୍ସ,, ବ୍ରାଜିଲ, ଇଣ୍ଡୋନେସିଆ ଇତ୍ୟାଦି । କିନ୍ତୁ ସବୁଠାରୁ ମହଙ୍ଗା ନିର୍ବାଚନ ହେଉଛି ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ର ଭାରତରେ । ଲୋକସଭା ନିର୍ବାଚନ ୨୦୨୪ ପୂର୍ବ … Read more