ରିଲାଏନ୍ସ ଜିଓ ନେତୃତ୍ୱରେ ୫ଜିରେ ବିଶ୍ୱର ଶ୍ରେଷ୍ଠ ୧୫ଟି ଦେଶ ମଧ୍ୟରେ ଭାରତ
ଭୁବନେଶ୍ୱର: ବ୍ରଡବ୍ୟାଣ୍ଡ ସ୍ପିଡ୍ ଆଣ୍ଡ ମାପକ ସଂସ୍ଥା ଓକ୍ଲା ଭାରତରେ ୫ଜି ପ୍ରଦର୍ଶନ ଏବଂ ଗ୍ରାହକ ଅଭିଜ୍ଞତା ଉପରେ ପ୍ରକାଶିତ ଏହାର ରିପୋର୍ଟରେ କହିଛି ଯେ ଭାରତର ଟେଲିକମ୍ ଶିଳ୍ପର ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ରିଲାଏନ୍ସ ଜିଓ ୫ଜି ଆଧିପତ୍ୟ ଦୌଡ଼ରେ ସବୁଠୁ ବଡ଼ ଭାବରେ ଉଭା ହୋଇଛି। ଜିଓ ଦ୍ରୁତ ଗତିରେ ୫ଜି ମୃତୟନ କାର୍ଯ୍ୟ କରୁଛି ଏବଂ ଉନ୍ନତ ପ୍ରଦର୍ଶନ କରୁଥିବା ଏହି ରିପୋର୍ଟରେ କୁହାଯାଇଛି । ଦୂରସଂଚାର ବିଭାଗ ଅନୁଯାୟୀ ୨୦୨୪ ଫେବ୍ରୁଆରି ୨୯ ସୁଦ୍ଧା … Read more