ଶାହରୁଖ ଖାନଙ୍କ ବନ୍ଧୁ ଅଭିନେତା ଋତୁରାଜ ସିଂହଙ୍କ ଦେହାନ୍ତ
ମୁମ୍ବାଇ: ହୃଦଘାତରେ ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହଙ୍କ ମୃତ୍ୟୁ ହୋଇଛି। ସେ ୧୯୯୩ରେ ଟିଭିରେ ଡେବ୍ୟୁ କରିଥିବା ବେଳେ ‘ହୋଗି ଅପନି ବାତ୍’, ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ଆହଟ୍, ଅଦାଲତ’, ‘ଦିୟା ଅର ବାତି ହମ୍’ ଭଳି ଅନେକ ଭାରତୀୟ ଟିଭି ସୋ’ରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ଆଜି ଅଭିନେତାଙ୍କର ହଠାତ୍ ଦେହାନ୍ତ ଖବର ଶୁଣି ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି। ତେବେ ୧୯୯୩ରେ ସେ ଟେଲିଭିଜନରେ କାମ ଆରମ୍ଭ କରିବା ପୂର୍ବରୁ … Read more