ସେପ୍ଟେମ୍ବର ୪ରେ ରାଜ୍ୟ ନିର୍ବାଚନ କମିଶନ ଘେରିବ କଂଗ୍ରେସ
ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନ ଆଗରେ କଂଗ୍ରେସ ଆସନ୍ତା ୪ ତାରିଖରେ ଧାରଣା ଦେବ। ଭୋଟ୍ ଚୋରି ଅଭିଯୋଗରେ କଂଗ୍ରେସର ପିଏସି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଦଳ ପ୍ରଥମେ କଂଗ୍ରେସ ଭବନରୁ ବାହାରି ନିର୍ବାଚନ କମିଶନ ଯାଏଁ ପଦଯାତ୍ରାରେ ଯିବ। ଆଜି ଗଣାମାଧ୍ୟମକୁ ଜଣାଇଛନ୍ତି ରାଜ୍ୟ ପ୍ରଭାରୀ ଅଜୟ ଲଲୁ ଓ ପିସିସି ସଭାପତି ଭକ୍ତ ଦାସ । ଗତ ୭ ତାରିଖରେ ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ … Read more