ମଣିପୁର ନାଁରେ ହିଁ ମଣି ଅଛି: ମୋଦି
ମଣିପୁର: ମଣିପୁରର ଚୁରାଚନ୍ଦପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ।ମଣିପୁର ବିକାଶ ପଥରେ ଆଗେଇ ଚାଲିଛି କହିଲେ ମୋଦି। ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି। ମଣିପୁର ନାଁରେ ହିଁ ମଣି ଅଛି।ମଣିପୁର ସାହସ ଓ ଉତ୍ସାହର ଭୂମି। ମଣିପୁରକୁ ବିକାଶର ରାସ୍ତାରେ ନେଇ ଯିବା ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ୨୦୨୩ ମସିହା ହିଂସାରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ମଧ୍ୟରୁ ଗୋଟିଏ ହେଉଛି ଚୁରାଚାନ୍ଦପୁର। ସେଠାରେ ମୋଦୀ ଏକ ଜନସମାବେଶକୁ ସମ୍ବୋଧିତ କରି ଏପରି କହିଛନ୍ତି। … Read more