ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିତା ଶିବୁ ସୋରେନ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ଦିଶୋମ୍ ଗୁରୁ’ ନାମରେ ଜଣାଶୁଣା ଶିବୁ ସୋରେନ ଏକ ମାସରୁ ଅଧିକ ସମୟ ଧରି ସାର୍ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଗଙ୍ଗାରାମ ହସ୍ପିଟାଲରେ ଗତ ୧୯ ଜୁନ୍ ୨୦୨୫ରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ … Read more

ପାକିସ୍ତାନକୁ ଚୀନ୍‌ ଦେଲା ଆଣ୍ଟି-ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ ସହ ଆକ୍ରମଣ ହେଲିକପ୍ଟର

ଇସଲାମାବାଦ: ଚୀନରୁ ପାକିସ୍ତାନକୁ Z-10ME-02 ହେଲିକପ୍ଟର ମିଳିଛି। ମୁଲତାନ ଆର୍ମି ଏଭିଏସନ୍ ବେସ୍‌ରେ ଆୟୋଜିତ ଏକ ଉତ୍ସବରେ ଏହି ହେଲିକପ୍ଟରଗୁଡ଼ିକୁ ପାକିସ୍ତାନ ଆର୍ମି ଏଭିଏସନ୍ କର୍ପସରେ ସାମିଲ କରାଯାଇଥିଲା। ଏହି ଅବସରରେ ପାକିସ୍ତାନର ଫିଲ୍ଡ ମାର୍ଶାଲ ସୟଦ ଅସୀମ ମୁନିର ନିଜେ ଏହାର ଅଧ୍ୟକ୍ଷତା କରିଥିଲେ ଏବଂ ଏହି ହେଲିକପ୍ଟରଗୁଡ଼ିକର ସିଧା ପ୍ରଦର୍ଶନ ଦେଖିଥିଲେ। ଚୀନ୍‌ରୁ ନୂତନ ହେଲିକପ୍ଟର ପାଇବା ପରେ ପାକିସ୍ତାନ ଏହାର ଦଶନ୍ଧି ପୁରୁଣା ବେଲ୍ AH-1F/S କୋବ୍ରା ହେଲିକପ୍ଟରଗୁଡ଼ିକୁ ଅବସର ଦେଇଛି ଏବଂ … Read more

ଆନ୍ଧ୍ର ପଥର ଖଣି ଦୁର୍ଘଟଣା,ମୃତକଙ୍କ ପାଇଁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ବଲିକୁରଭା ନିକଟସ୍ଥ ସତ୍ୟକୃଷ୍ଣା ଗ୍ରାନାଇଟ୍ ଖଣିରେ ରବିବାର ସକାଳେ ଘଟିଥିବା ଏକ ଦୁଃଖଦ ଦୁର୍ଘଟଣାରେ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଗଞ୍ଜାମ ଜିଲାର ଦଣ୍ଡ ବଡ଼ତ୍ୟା, ବନମାଳ ଚେହ୍ରା, ଭାସ୍କର ବିଶୋଇ, ସନ୍ତୋଷ ଗୌଡ଼ ଏବଂ ଗଜପତି ଜିଲ୍ଲାର ଟକୁନ ଦଳାଇ ଓ ମୁସା ଜାନ। ଏହି ଘଟଣାରେ ଅନ୍ୟ ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ … Read more

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡ଼ିଗଲା ରେଲୱେ ଟ୍ରାକ୍

ଭୁବନେଶ୍ୱର: ମାଓ ସପ୍ତାହ ପାଳନ ଅବସରରେ ହିଂସାକାଣ୍ଡ । ସୁନ୍ଦରଗଡ଼ ଜିଲ୍ଲା ଝାଡ଼ଖଣ୍ଡ ସୀମାବର୍ତ୍ତି ବାନ୍ଧମୁଣ୍ଡା ରେଲୱେ କଂଟ୍ରୋଲର ରେଞ୍ଜଡ଼ା-କରମପଦା ମଝିରେ ରେଳଟ୍ରାକକୁ ଉଡାଇ ଦେଇଛନ୍ତି ମାଓବାଦୀ, ବିସ୍ପୋରଣରେ ଦୁଇଟି ସ୍ଲିପର ବାହାରି ଯାଇଥିବା ବେଳେ ଟ୍ରାକ କ୍ଷତିଗ୍ରସ୍ତ ହୋଇଛି। ବିସ୍ପୋରଣ ସ୍ଥଳଠୁ ଏକ କିଲୋମିଟର ବ୍ୟବଧାନରେ ମାଓପୋଷ୍ଟର ଲଗାଇଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ମୁମ୍ବାଇ-ହାୱାଡା ମୁଖ୍ୟ ରେଳମାର୍ଗରେ ରେଳ ଚଳାଚଳ ବନ୍ଦ ରହିଛି । ଟ୍ରାକ କ୍ଷତିଗ୍ରସ୍ତ ହେବାରୁ ମୁମ୍ବାଇ- ହାୱାଡା ମୁଖ୍ୟ ରେଳମାର୍ଗରେ ଟ୍ରେନ ଚଳାଚଳ … Read more

ପାକିସ୍ତାନରୁ ଆସିଲା ଅଯୋଧ୍ୟା ରାମ ମନ୍ଦିରକୁ ବୋମା ଧମକ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବୀଡ ଜିଲ୍ଲାରୁ ଅଯୋଧ୍ୟାର ଶ୍ରୀରାମ ମନ୍ଦିରକୁ ଉଡାଇବାର ଧମକ ମିଳିଛି । ବୀଡ ଶିରୁର କସାର ଅଞ୍ଚଳର ଜଣେ ଯୁବକଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଧମକ ମିଳିଥିବା ପୋଲିସ୍ ସୂତ୍ରରୁ ଜଣାପଡିଛି । ଧମକ ଦେଇଥିବା ଅଭିଯୁକ୍ତ ପାକିସ୍ତାନର ବାସିନ୍ଦା ବୋଲି ସ୍ବୀକାର କରିଛି । ଏଥି ସହିତ ଷଡଯନ୍ତ୍ରରେ ସାମିଲ ହେବାକୁ ଯୁବକଙ୍କୁ ଏକ ଲକ୍ଷ ଟଙ୍କା ଅର୍ଥରାଶିର ପ୍ରଲୋଭନ ଦେଖାଇଛି ଅଭିଯୁକ୍ତ ।ସୂଚନାନୁଯାୟୀ, ଯୁବକ ଜଣକ ତାଙ୍କ ସୋସିଆଲ ମିଡିଆ ପେଜ … Read more

ଟେଷ୍ଟ ସିରିଜରେ ଟିମ୍ ଭାରତର ନୂଆ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଭାରତର ବ୍ୟାଟସମ୍ୟାନମାନେ ୪୨୨ ଚୌକା ଏବଂ ୪୮ ଛକା ମାରିଛନ୍ତି। ଟେଷ୍ଟ ସିରିଜରେ ସର୍ବାଧିକ ବାଉଣ୍ଡାରୀ ମାରିବା ମାମଲାରେ ସେମାନେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦେଇଛନ୍ତି। ଏହା ସହିତ ସେମାନେ ୪୭୦ ଚୌକା-ଛକ୍କା ମାରି ଏକ ନୂତନ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ପୂର୍ବରୁ, ଅଷ୍ଟ୍ରେଲିଆର ଦଳ ଏକ ଟେଷ୍ଟ ସିରିଜରେ ୪୬୦ଟି ବାଉଣ୍ଡାରୀ ମାରିବାରେ ସଫଳ ହୋଇଥିଲା। ୧୯୯୩ ଏଶେଜ୍ … Read more

ବଳଙ୍ଗା ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ:ଓଡ଼ିଶା ପୋଲିସ

ଭୁବନେଶ୍ଵର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସନ୍ଧ୍ୟାରେ ପୀଡ଼ିତା ଆଖି ବୁଜିଛନ୍ତି। ଜୁଲାଇ ୧୯ରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରିବାରେ ସମର୍ଥ ହୋଇ ପାରିନାହିଁ। ଏହା ମଧ୍ୟରେ ଓଡ଼ିଶା ପୋଲିସ ଏକ୍ସରେ ଟୁଇଟ୍ କରି ଘଟଣାର ତଦନ୍ତକୁ ନେଇ ବଡ଼ ଟିପ୍ପଣୀ କରିଛନ୍ତି। ଓଡ଼ିଶା ପୋଲିସ ଏକ୍ସରେ ଲେଖିଛି ଯେ, ବଳଙ୍ଗା ଘଟଣାରେ ପୀଡିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି … Read more

OTET ପ୍ରଶ୍ନପତ୍ର ଲିକ୍‌ ଘଟଣା: ବୋର୍ଡ ଉପସଭାପତିଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଜୁଲାଇ ୨୦ରେ ହେବାକୁ ଥିବା OTET ପରୀକ୍ଷା ପୂର୍ବ ଦିନ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ବାତିଲ କରାଯାଇଥିଲା। ଏହି ମାମଲାରେ ଏବେ ସୁଦ୍ଧା ୭ ଜଣ ଗିରଫ ହୋଇଛନ୍ତି । ସେପଟେ କୋରାପୁଟରୁ ସମ୍ପୃକ୍ତ ଜେରକ୍ସ ଦୋକାନ ମାଲିକଙ୍କୁ ଉଠାଇ ଆଣିଛି କ୍ରାଇମବ୍ରାଞ୍ଚ୍‌ । ସମ୍ପୃକ୍ତ ବ୍ୟକ୍ତିଙ୍କ ଜେରକ୍ସ ଦୋକାନରେ ହୋଇଥିଲା OTET ପ୍ରଶ୍ନପତ୍ର ଫଟୋକପି । ସୂଚନାଅନୁଯାୟୀ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (BSE) କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର … Read more

ଅପରେସନ ଅଖଲ; ଜଣେ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଅଞ୍ଚଳରେ ସୁରକ୍ଷାବହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ଫଳରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଅପରେସନ ଅଖଲ ଜାରି ରହିଛି । ଏସଓଜି ଜମ୍ମୁ-କଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫ୍ ମିଳିତ ଭାବରେ ଏହି ଅପରେସନ କରୁଛନ୍ତି । ଭାରତୀୟ ସେନା ‘ଅପରେସନ୍ ଅଖଲ’ ଅଧୀନରେ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ଚିନାର କୋର୍ପସ ଏକ୍ସରେ ସୂଚନା … Read more

ପୂର୍ବ ସରକାର କୃଷିକୁ ଗୁରୁତ୍ଵ ଦେଇନାହାନ୍ତି;ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନ ଯୋଜନାର୨ ହଜାର ଟଙ୍କା । ବାରଣାସୀରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଡିବିଟି ମାଧ୍ୟମରେ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ । ଏଣେ ପିଏମ୍ କିଷାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପିଏମ କିଷାନରେ ୬ ଲକ୍ଷ ନୂଆ ଚାଷୀଙ୍କୁ ଯୋଡ଼ିଲେଣି ନୂଆ ସରକାର। ସିଏମ କିଷାନରେ ୫୦ ଲକ୍ଷରୁ ଅଧିକ ଚାଷୀ ଥିବା ବେଳେ ପିଏମ କିଷାନରେ ସଂଖ୍ୟା କମ ଥିଲା। ନୂଆ ସରକାର ଆସିବା … Read more