ମେସେଜିଂ ଆପ୍ ପାଇଁ ଆକ୍ଟିଭ ସିମ୍ ବାଧ୍ୟତାମୂଳକ: କେନ୍ଦ୍ରସରକାର
ନୂଆଦିଲ୍ଲୀ: ସମସ୍ତ ମେସେଜିଂ ଆପ୍ ପାଇଁ ଏକ ଆକ୍ଟିଭ ସିମ୍ ବାଧ୍ୟତାମୂଳକ କରିଛନ୍ତି । ୧୨୦ ଦିନ ମଧ୍ୟରେ ଡିଓଟିକୁ ଏକ ରିପୋର୍ଟ ଦେବାକୁ କୁହାଯାଇଛି । ଯଦି କମ୍ପାନୀଗୁଡିକ ଏହା ପାଳନ କରିବାରେ ବିଫଳ ହୁଅନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଦେଶରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଭାରତରେ କାର୍ଯ୍ୟ କରୁଥିବା ହ୍ୱାଟ୍ସଆପ୍, ଟେଲିଗ୍ରାମ୍ ଏବଂ ସିଗନାଲ ଭଳି ମେସେଜିଂ ଆପ୍ ଅପରେଟରମାନଙ୍କୁ ଏବେ ୧୨୦ ଦିନ ମଧ୍ୟରେ ଦୂରସଂଚାର ବିଭାଗ … Read more