ପ୍ରକାଶ ତ୍ରିପାଠୀ ବିଜେଡ଼ି ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ
ଭୁବନେଶ୍ଵର:ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ସଭାପତି ତଥା ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ତଥା ରାଜ୍ୟ ଯୁବ ବିଜେଡି ପୂର୍ବତନ ଉପ ସଭାପତି ଡଃ ପ୍ରକାଶ କୁମାର ତ୍ରିପାଠୀଙ୍କୁ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବରେ ନିଯୁକ୍ତ ଦେଇ ଥିବାରୁ ଡଃ ତ୍ରିପାଠୀ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧକ୍ଷ ଶ୍ରୀ ଭି କେ ପଣ୍ଡିଆନ୍, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉତ୍ତର ବିଧାୟକ … Read more