ସାରା ଓଡ଼ିଶାକୁ ହିଟୱେଭ୍ ଆଲର୍ଟ, ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଟପିବ
ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରେ ତାତୁଛି ଓଡିଶା । ଆସନ୍ତା ୩ ରୁ ୪ ଦିନ ଯାଏଁ ହିଟ୍ ୱେଭ୍ ଆଲର୍ଟ। ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଟପିପାରେ ତାପମାତ୍ରା। ଟ୍ଵିନ୍ ସିଟିରେ ପାରଦ ୪୦ ଡିଗ୍ରୀ ଛୁଇଁବା ଆଶଙ୍କା। ଅପରାହ୍ନରେ କିଛି ସ୍ଥାନରେ ଝଡ଼ବର୍ଷା ହୋଇପାରେ। ଏନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ପ୍ରବଳ ଖରା ଏବଂ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆକାଶରୁ ଅଗ୍ନି ବର୍ଷୁଛି, ସକାଳ ୯ ଟାରୁ ଘରୁ … Read more