ହଷ୍ଟେଲ୍ ବାଲକୋନୀରୁ ପଡ଼ି IIT ଛାତ୍ରଙ୍କ ମୃତ୍ୟୁ
ଭୁବନେଶ୍ୱର: ଭୁବନେଶ୍ୱରର Indian Instituteof Technology କ୍ୟାମ୍ପସରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ବଏଜ୍ ହଷ୍ଟେଲର ଷଷ୍ଠ ମହଲା ବାଲକୋନୀରୁ ଖସି ପିଏଚ୍ଡି ଛାତ୍ର ତନିକୋଣ୍ଡା ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ କ୍ୟାମ୍ପସରେ ଶୋକର ଛାୟା ଖେଳିଯାଇଛି। ମୃତ ଛାତ୍ର ନିଶାନ୍ତ ଆନ୍ଧ୍ର ପ୍ରଦେଶର ବାସିନ୍ଦା ହୋଇଥିବା ବେଳେ IIT ଭୁବନେଶ୍ୱରରେ ପିଏଚ୍ଡି ଗବେଷଣା କରୁଥିଲେ। ଖବର ଅନୁସାରେ, ଆଜି ସକାଳ ସମୟରେ ହଷ୍ଟେଲ ବାଲକୋନୀରୁ ତଳକୁ ପଡ଼ିଯାଇଥିବା ଦେଖି ସହପାଠୀ ଓ … Read more