ପଞ୍ଚାୟତ ନିର୍ବାଚନରେ ଏକାଠି ହୋଇପାରନ୍ତି ବିଜେଡ଼ି-କଂଗ୍ରେସ: ଭକ୍ତ ଦାସ
ଭୁବନେଶ୍ୱର: ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ପୁଣି ବିଜେଡ଼ି ଓ କଂଗ୍ରେସ ଏକାଠି ହେବେ । ଯଦି ବିଜେଡ଼ି ମୁଖ୍ୟ ଏବଂ ହାଇକମାଣ୍ଡ ଚାହିଁବେ ତେବେ ମେଣ୍ଟ ହେବ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଏଭଳି ମନ୍ତବ୍ୟ ପରେ ପୁଣି ଥରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଭକ୍ତ ଦାସ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ବିଜେଡି ସହିତ କଂଗ୍ରେସ ମିଶିବାର ନାହିଁ । ଯଦି ଦଳ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ୍ଗେ … Read more