May 30, 2026 4:42 am

ବିଜେପି ପାର୍ଥି ନାମ ଘୋଷଣା; ମନମୋହନ ଏବଂ ସୁଜିତ

ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଜେପି ରାଜ୍ୟସଭା ନିର୍ବାଚନ ପାଇଁ ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସାଂସଦ ସୁଜିତ କୁମାରଙ୍କ ନାମରେ କେନ୍ଦ୍ର ସଂସଦୀୟ ବ୍ୟାପାର କମିଟି ମୋହର ମାରିଛି । ବିଜେପି ସୋମବାର ବିଧାନସଭାରୁ ୧୬ ସେଟ୍ ନାମାଙ୍କନ ପତ୍ର ନେଇସାରିଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହ ଆଶ୍ରିତ ପଟ୍ଟନାୟକ, ଦୁଷ୍ମନ୍ତ ସ୍ୱାଇଁ, ରଘୁନାଥ ଜଗଦଲା ଏବଂ … Read more

ସୋଆରେ ଆନ୍ତର୍ଜାତିକ AI କନ୍‌କ୍ଲେଭ୍‌

ଭୁବନେଶ୍ୱର: କୃତ୍ରିମ ବୁଦ୍ଧିମତ୍ତା ଏବେ ସବୁଠି ଚର୍ଚ୍ଚାରେ। ଭବିଷ୍ୟତରେ ମେସିନ୍ ଅଧିକ କାର୍ଯ୍ୟକ୍ଷମ ଓ ଚତୁର ହେବା ସହ ମଣିଷର ବୁଦ୍ଧିମତ୍ତାକୁ ପଛରେ ପକାଇଦେବ ବୋଲି ଆନ୍ତର୍ଜାତିକ ବିଶେଷଜ୍ଞ ମତ ଦେଇଛନ୍ତି । ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତିକ ଏଆଇ କନ୍କ୍ଲେଭ୍ ଆୟୋଜିତ ହୋଇଥିଲା। ସେଥିରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଏଆଇ ଏଥିକ୍ସ ଆଣ୍ଡ ସୋସାଇଟି ପ୍ରଫେସର ଓ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବର୍କମ୍ୟାନ୍ କ୍ଲେନ୍ ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିର ପ୍ରଫେସର … Read more

ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଇରାନ ଓ ଇସ୍ରାଏଲ ମଧ୍ୟରେ ବଢୁଛି ଉତ୍ତେଜନା । ଏହି ମହାଯୁଦ୍ଧରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ନିଷ୍ପତ୍ତି। ଏନେଇ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସର୍ଯ୍ୟବଂଶୀ ସୂରଜ ତାଙ୍କ ଏକ୍ସରେ ପୋଷ୍ଟ କରଛନ୍ତି। ଓଡ଼ିଶା ପରିବାର, ଗୃହ ବିଭାଗ ଓ ଶ୍ରମ ନିର୍ଦ୍ଦେଶାଳୟ ପକ୍ଷରୁ ବୈଠକ ପରେ ନଂ ଜାରି ହୋଇଛି। ଉକ୍ତ ନଂ ହେଲା ବୈଦେଶିକ ମନ୍ତ୍ରାଳୟ-୮୦୦୪୬୩୪୨, … Read more

ଜିନ୍ଦଲ ଏବଂ ବିଏମସିର ମିଳିତ ଉଦ୍ୟମରେ ମୋବାଇଲ୍ ସାନିଟେସନ୍ ୟୁନିଟ୍ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ସହିତ, ଜିନ୍ଦଲ ଫାଉଣ୍ଡେସନ ମିଳିତ ଭାବରେ ସହର ସାରା ସାର୍ବଜନୀନ କାର୍ଯ୍ୟକ୍ରମ, ଉତ୍ସବ ଏବଂ ବଡ଼ ସମାବେଶ ସମୟରେ ସୁବିଧାଜନକ ଏବଂ ସ୍ୱଚ୍ଛ ଶୌଚାଳୟ ସୁବିଧା ଯୋଗାଇବା ପାଇଁ ଡିଜାଇନ୍ କରାଯାଇଥିବା ଏକ ମୋବାଇଲ୍ ସାନିଟେସନ୍ ୟୁନିଟ୍ ଆରମ୍ଭ କରିଛି। ସୋମବାର ଭୁବନେଶ୍ୱରରେ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଏବଂ ବିଏମସିର ମେୟର ସୁଲୋଚନା ଦାସ ଆନୁଷ୍ଠାନିକ ଭାବରେ ଏହି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିନ୍ଦଲ … Read more

ରାଜ୍ୟସଭା ନିର୍ବାଚନ ପାଇଁ ୩ ଜଣ ପ୍ରାର୍ଥୀ ଦେବ ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଏହି ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକବର୍ଦ୍ଧନ ସିଂହଦେଓଙ୍କ ସମେତ ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ । ବୈଠକରେ ରାଜ୍ୟସଭା ନିର୍ବାଚନ ନେଇ ଆଲୋଚନା ହୋଇଥିଲା । ହୋଲି ପରଦିନ ଅର୍ଥାତ୍ ରାଜ୍ୟସଭା ନିର୍ବାଚନର ନାମାଙ୍କନ ଦାଖଲର ଶେଷ ଦିନରେ ବିଜେପି ସମର୍ଥିତ ତିନି ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ … Read more

ନିର୍ଦ୍ଧାରିତ ହେଲା ରତ୍ନଭଣ୍ଡାର ଗଣତିମଣତି ତାରିଖ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିର୍ଦ୍ଧାରିତ ହୋଇଛି ଗଣତିମଣତି ତାରିଖ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ ୨୫ ତାରିଖ ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି। ଦିନ ୧ଟା ୪୫ରୁ ଆରମ୍ଭ ହେବାକୁ ଥିବା ବେଳେ ଗଣତିମଣତିରେ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ପାଳନ ହେବ ଏସଓପି। ସୂଚନାଥାଉକି, ସୋମବାର ଅପରାହ୍ନ ରେ ଶ୍ରୀମନ୍ଦିର ପରିଚାଳନା … Read more