ପ୍ରଣବଙ୍କ ଫାର୍ମହାଉସରେ ବୁଲିଲା ବୁଲଡୋଜର୍
ଭୁବନେଶ୍ୱର: ଆଜି ପ୍ରଶାସନ ପକ୍ଷରୁ ପୂର୍ବତନ ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବେଆଇନ ଫାର୍ମ ହାଉସ ଉପରେ ଚଢ଼ାଉ ହୋଇଛି ଏବଂ ଫାର୍ମ ହାଉସ ପାଚେରୀ ସହିତ କିଛି ଘରକୁ ଉଚ୍ଛେଦ କରାଯାଇଛି । ପ୍ରାୟ ଏକ ଏକର ୧୦ ଡିସିମିଲ୍ ସରକାରୀ ଜମିକୁ ପ୍ରଣବ ମାଡ଼ି ବସିଥିଲେ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ତଳଗଡ଼ ରାଜସ୍ୱ ସର୍କଲ ଅଧୀନ ମଧୁପୁରଗଡ଼ ମୌଜାରେ ପ୍ରଣବ ବଳବନ୍ତରାୟଙ୍କ ଫାର୍ମହାଉସ ରହିଛି । ବିଜେଡ଼ି କ୍ଷମତା ଥିବାବେଳେ ସରକାରୀ … Read more