୨୨ତମ ଧଉଳି-କଳିଙ୍ଗ ସାଂସ୍କୃତିକ ମହୋତ୍ସବ ସମାରୋହରେ ଝୁମିବ ଧଉଳି
ଭୁବନେଶ୍ୱର: ଆସନ୍ତା ୬ରୁ ଆରମ୍ଭ ହେବ ୨୨ତମ ଧଉଳି-କଳିଙ୍ଗ ମହୋତ୍ସବ । କଳିଙ୍ଗ ବୀରମାନଙ୍କ ବୀରତ୍ୱର ଗାଥାକୁ ମନେପକାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଡ୍ୟାନ୍ସ ଏକାଡେମୀର ଆୟୋଜନ ତଥା ସଂସ୍କୃତି ମନ୍ତ୍ରଣାଳୟ, ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଭୁବନେଶ୍ୱର ଆର୍ଟ ଭିଜନର ସହଯୋଗରେ ଏହି ସମାରୋହ ହେବାକୁ ଯାଉଛି। ଏଥିରେ ଭାରତ ତଥା ଭାରତ ବାହାରୁ ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି … Read more