ସମବାୟ ମନ୍ତ୍ରୀ ଙ୍କ ତାଗିଦ ମଧ୍ୟ ପରେ ଧାନ କିଣା ରେ କିଛି ତତ୍ପରତା ନାହିଁ ! ମିଲରମାନଙ୍କ ମନମାନି
ଯାଜପୁର:ଯାଜପୁର ଜିଲ୍ଲା ରେ ଧାନ ମଣ୍ଡି ର ଅବସ୍ଥା ସୁଧୁରିବାରେ ନା ଧରୁନି । ମିଲର ମାନଙ୍କ ଦାଦାଗିରି ବଢ଼ି ଚାଲିଛି । କୁଇଟଲ ପିଛା ୭ କେଜି ମିଲର କାଟୁଛି । ତତ୍ ସହିତ ଧାନ ର ମାନ ଠିକ୍ ନାହିଁ ଦର୍ଶାଇ ମନ ଇଚ୍ଛା ଧାନ କାଟି ରଖିଛି । ମିଲର କୁ ଲଗାମ ଦେବାରେ ପ୍ରଶାସନ ବିଫଳ । ମିଲାର ଙ୍କ କଟନି ଛଟନି ଦେବାରେ ଯୋଗାଣ ବିଭାଗ ଭୟ କରୁଛି ।ସମବାୟ … Read more