December 6, 2025 2:02 pm

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ

ଭୁବନେଶ୍ୱର: ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଠିକ ଖବର ପରିବେଷଣ ଓ ଗଠନମୂଳକ ସମାଲୋଚନା ଗଣତନ୍ତ୍ରକୁ ଋଦ୍ଧିମନ୍ତ କରିଥାଏ । ମାତ୍ର ସାମ୍ପ୍ରତିକ ଦୁନିଆରେ ଅନେକ ସମୟରେ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଖବର ଭ୍ରମାତ୍ମକ ଭାବେ ପ୍ରସାରିତ ହେଉଥିବାରୁ ପ୍ରେସ୍‌ର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସ୍ୱୟଂ ନିୟନ୍ତ୍ରିତ ଗଣମାଧ୍ୟମ ସମାଜ ଗଠନ ସହ ଗଣତନ୍ତ୍ରର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବାର ନଜିର୍‌ ରହିଛି । ତେଣୁ … Read more

ସୁରଟ ଷ୍ଟେସନ୍ ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ମୋଦି

ଅହମଦାବାଦ: ବର୍ଷ ବର୍ଷ ଧରି ଆଲୋଚନାରେ ଥିବା ବୁଲେଟ୍ ଟ୍ରେନ୍ ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡର (MAHSR) ର କାମ ଦ୍ରୁତ ଗତିରେ ଚାଲିଛି । ଏହି କରିଡର ପ୍ରାୟ ୫୦୮ କିଲୋମିଟର ଲମ୍ବା । ବିହାରରେ ଏକ ବିରାଟ ବିଜୟ ପରେ, ପ୍ରଧାନମନ୍ତ୍ରୀ ମୋଦି ଶନିବାର ସୁରଟ ବୁଲେଟ୍ ଟ୍ରେନ୍ ଷ୍ଟେସନ୍ ପରିଦର୍ଶନ କରିଥିଲେ । ଏହି ପ୍ରକଳ୍ପ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ଉନ୍ନତ ଇଞ୍ଜିନିୟରିଂ କୌଶଳ … Read more

ଏଣିକି ରୂପା ବଦଳରେ ବି ମିଳିବ ଋଣ:RBI

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ନେଇଛି ଏକ ବଡ଼ ନିଷ୍ପତ୍ତି । ନିଷ୍ପତ୍ତି ଅନୁଯାୟୀ ସୁନା ପରି ରୂପା ଉପରେ ବି ମିଳିବ ଋଣ । ଆଉ RBI ସୁନା ଓ ରୂପା (ଋଣ) ନିର୍ଦ୍ଦେଶାବଳୀ, ୨୦୨୫ ଜାରି କରିଛି । ଯାହା ୧ ଏପ୍ରିଲ, ୨୦୨୬ରୁ କାର୍ଯ୍ୟକାରୀ ହେବ । ନୂତନ ନିର୍ଦ୍ଦେଶାବଳୀରେ କିଏ ଋଣ ପ୍ରଦାନ କରିବ । କେତେ ରୂପା କିମ୍ବା ସୁନା ବନ୍ଧକ ରଖାଯାଇପାରିବ । ସର୍ବାଧିକ ଋଣ ସୀମା ନିର୍ଦ୍ଦିଷ୍ଟ … Read more

ରାଜନୀତି ରୁ ସନ୍ନ୍ୟାସ ଘୋଷଣା କଲେ ଲାଲୁଙ୍କ ଝିଅ

ବିହାର: ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ବିହାର ନିର୍ବାଚନର ଫଳାଫଳ ପରେ ରାଜନୀତି ଛାଡିବା ନେଇ ଘୋଷଣା କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, “ମୁଁ ରାଜନୀତି ଛାଡ଼ୁଛି ଓ ମୁଁ ମୋ ପରିବାର ସହ ସବୁ ସମ୍ପର୍କ ଚ୍ଛିନ୍ନ କରୁଛି। ସଞ୍ଜୟ ଯାଦବ ଓ ରମୀଜ ମୋତେ ଯାହା କହିଥିଲେ ମୁଁ ଏବେ ସେଇଆ କରୁଛି। ମୁଁ ସବୁ ଦୋଷ ନିଜ ମୁଣ୍ଡକୁ ନେଉଛି।” ଏଠାରେ ସେ ସବୁ ଦୋଷ ପାଇଁ ନିଜକୁ ଦାୟୀ … Read more

ରାଜ୍ୟର ସମସ୍ତ ବନ୍ଦରରେ ମୁତୟନ ହେବ ତଟରକ୍ଷୀ ଜାହାଜ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବନ୍ଦରରେ ତଟରକ୍ଷୀ ଜାହାଜ ମୁତୟନ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବାର ସୂଚନା ଦେଇଛନ୍ତି ଉତ୍ତରପୂର୍ବ ତଟରକ୍ଷୀ ଆଇଜି ଇକବାଲ୍ ସିଂ ଚୌହ୍ୱାନ । ଶନିବାର ଦିନ ପାରାଦ୍ୱୀପରେ ସମୁଦ୍ର ଭିତରେ ତଟରକ୍ଷୀ ବାହିନୀର ଅଭ୍ୟାସ କରାଯାଇଛି । କୌଣସି ବେଆଇନ କାରବାର, ବେଆଇନ ଅନୁପ୍ରବେଶ ଏବଂ ଆକ୍ରମଣକୁ କିପରି ରୋକା ଯାଇପାରିବ ତାର ଅଭ୍ୟାସ ହୋଇଛି । ଏହି ଅବସରରେ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି … Read more