ଦୀପାବଳି ପାଇଁ ଅକ୍ଟୋବର ୨୦ ଓ ୨୧ ଛୁଟି ଘୋଷଣା; ୨୫ରେ କାମ କରିବେ…
ଭୁବନେଶ୍ୱର: ଦୀପାବଳି ପାଇଁ ସରକାର ୨୦ ଓ ୨୧ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ସେହି ଦିନ ନୂଆପଡା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମ୍ୟାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) ବନ୍ଦ ରହିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ସହିତ ଆସନ୍ତା ୨୫ ତାରିଖ ଅର୍ଥାତ୍ ଚତୁର୍ଥ ଶନିବାରକୁ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଛି। ତେବେ ପୂର୍ବରୁ ଘୋଷିତ ୨୧ … Read more