December 6, 2025 1:14 pm

ଓଡ଼ିଶାର ଛାତ୍ରଛାତ୍ରୀ ଜାପାନର ‘ସାକୁରା’ ବିଜ୍ଞାନ ହାଇସ୍କୁଲ କାର୍ଯ୍ୟକ୍ରମରେ ଭାଗନେବେ

ଭୁବନେଶ୍ୱର: ଓଡିଶାର ମେଧାବୀ ଛାତ୍ରଛାତ୍ରୀ ଯିବେ ଜାପାନ । ଓଡିଶାର ବିଭିନ୍ନ ଜିଲ୍ଲାରୁ ୬ ଜଣ ମେଧାବୀ ଛାତ୍ରଛାତ୍ରୀ ଜାପାନରେ ଅନୁଷ୍ଠିତ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ “ସାକୁରା” ରେ ରାଜ୍ୟକୁ ପ୍ରତିନିଧିତ୍ଵ କରିବେ । ଅଗଷ୍ଟ ୧୬ରୁ ୨୩ ପର୍ଯ୍ୟନ୍ତ ଜାପାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଇକନିକ୍ ଓଏଭି, ଅନ୍ଧାରୁଆ, ଖୋର୍ଦ୍ଧାରୁ ସାଇ ସୋହମ୍ ପ୍ରଧାନ, ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୁବନେଶ୍ୱରରୁ ଶ୍ରେୟାଶ୍ରୀ ପାଣିଗ୍ରାହୀ, ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କରଚାମାଲ, … Read more

ଦୀଘା ସମୁଦ୍ରରେ ଗାଧୋଇଲାବେଳେ ଭାସିଗଲେ ୨ ପର୍ଯ୍ୟଟକ

ଭୁବନେଶ୍ୱର: ଦୀଘା ସମୁଦ୍ରରେ ଗାଧୋଇଲାବେଳେ ଭାସିଗଲେ ଦୁଇ ପର୍ଯ୍ୟଟକ । ଅଶାନ୍ତ ଦୀଘା ସମୁଦ୍ରରୁ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏ ପର୍ଯ୍ୟନ୍ତ ଅନ୍ୟ ଜଣଙ୍କର କୌଣସି ଖବର ମିଳିନାହିଁ । ସୂଚନା ମୁତାବକ, ଦୀଘା ସମୁଦ୍ରକୁ କିଛି ପର୍ଯ୍ୟଟକ ବୁଲିବା ସହିତ ଗାଧୋଉଥିଲେ । ଠିକ ଏହି ସମୟରେ ଅଶାନ୍ତ ସମୁଦ୍ର ମାଡିଆସିଥିଲା । ଏହି ଜୁଆରରେ ଦୁଇ ଜଣ ପର୍ଯ୍ୟଟକ ଭାସି ଯାଇଥିଲେ । ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ପୋଲିସ ଓ ସ୍ଥାନୀୟ … Read more

ସ୍ଵାଧୀନତା ଦିବସରେ ମିଳିବ ୧୦୯୦ପଦକ, ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରର ସେବା ପାଇଁ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୦୯୦ ଜଣ ପୋଲିସ, ଅଗ୍ନିଶମ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା ଏବଂ ସୁଧାର ସେବା କର୍ମଚାରୀଙ୍କୁ ସାହସିକତା ତଥା ସେବା ପଦକ ପ୍ରଦାନ ପାଇଁ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରୁ ୨୩୩ ଜଣଙ୍କୁ ବୀରତ୍ଵ ପଦକ, ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୭୫୮ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ ପ୍ରଦାନ … Read more

ଜାରି ହେଲା ଡ୍ରେସ୍ କୋଡ୍; ବୁର୍ଲା ଭିସୁଟ୍ ର ଛାତ୍ରୀମାନେ ପିନ୍ଧିବେ ସାଲୱାର କୁର୍ତ୍ତା

ସମ୍ବଲପୁର: ଭିସୁଟ୍ ଆରମ୍ଭ କଲା ଡ୍ରେସ କୋଡ। ଚଳିତ ମାସରୁ ଛାତ୍ରଛାତ୍ରୀ ଡ୍ରେସକୋର୍ଡ ପିନ୍ଧିବେ । ୨୦୨୫-୨୬ ଶିକ୍ଷାବର୍ଷରେ ଆଡମିଶନ କରିଥିବା ପ୍ରଥମ ବର୍ଷ ପିଲାଙ୍କ ପାଇଁ ଡ୍ରେସ୍ କୋଡ ଲାଗୁ କରାଯାଇଛି। ସାଲୱାର କମିଜ ପିନ୍ଧିବେ ଛାତ୍ରୀ । ହେଲେ ଦୁପଟା ପକାଇବେ ନାହିଁ । ସାଲୱାର କମିଜ ସହ ଜାକେଟ୍ ରହିବ । ସେହିପରି ପୁଅଙ୍କ ପାଇଁ ଫର୍ମାଲ ପ୍ୟାଣ୍ଟ ଓ ସାର୍ଟ ରହିଛି। ପିଜି ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି … Read more

ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଅବଧି ବୃଦ୍ଧି

ଭୁବନେଶ୍ୱର :ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ନିମନ୍ତେ ହେଉଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ସମୀକ୍ଷା କରାଯାଇଛି । ଏହି ପ୍ରକ୍ରିୟାରେ ଅଦ୍ୟାବଧି ୧୧ ଲକ୍ଷ ୫୦ ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଖରିଫ୍‌ ଋତୁ ଧାନ ସଂଗ୍ରହ ନିମନ୍ତେ ଯାରି ପଞ୍ଜିକରଣ ପ୍ରକ୍ରିୟା ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି । ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା … Read more

ଭାରତୀୟ ନ୍ୟାୟ ସଂହିତା ପଢିବେ ଛାତ୍ରଛାତ୍ରୀ : ସିବିଏସଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ୍ CBSE ଐତିହାସିକ ଆଇନଗତ ପରିବର୍ତ୍ତନ ସହିତ ଆଇନଗତ ଅଧ୍ୟୟନକୁ ପରିବର୍ତ୍ତନ କରିବାକୁ ଯୋଜନା କରିଛି।ଏପରି ପରିସ୍ଥିତିରେ, ଛାତ୍ରଛାତ୍ରୀମାନଙ୍କ ପାଇଁ ଆଇନ ବିଷୟରେ ନୂତନ ଫୌଜଦାରୀ ଆଇନ ଅନ୍ତର୍ଭୁକ୍ତ କରାଯିବ। ଏଥିରେ ତିନି ତଲାକ, ଦେଶଦ୍ରୋହ, ଧାରା ୩୭୭ ଅନ୍ତର୍ଭୁକ୍ତ ହେବ। ସ୍କୁଲରେ, ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ଦଣ୍ଡ ସଂହିତା ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା ପଢ଼ାଯିବ। CBSE ୨୦୨୬-୨୭ ଅଧିବେଶନରୁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଆଇନ ବିଷୟରେ … Read more