December 6, 2025 11:40 am

ଡିସଚାର୍ଜ ପୂର୍ବରୁ ମିଳିବ ଶିଶୁର ଜନ୍ମ ପ୍ରମାଣପତ୍ର

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନବଜାତ ଶିଶୁଙ୍କ ମା’ମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବା ପୂର୍ବରୁ ଶିଶୁର ଜନ୍ମ ପ୍ରମାଣପତ୍ର ଜାରି କରିବାକୁ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ବିଶେଷକରି ସେହି ହସ୍ପିଟାଲଗୁଡ଼ିକ ଯେଉଁଠାରେ ଦେଶର ୫୦% ରୁ ଅଧିକ ଅନୁଷ୍ଠାନିକ ଜନ୍ମ ହୁଏ । ପ୍ରକୃତରେ, ଜନ୍ମ ଏବଂ ମୃତ୍ୟୁ ପ୍ରମାଣପତ୍ର ପଞ୍ଜୀକରଣ ରେଜିଷ୍ଟ୍ରାରଙ୍କ ଦ୍ୱାରା ଜାରି … Read more

ବିଷ୍ଣୋଇଙ୍କ ଗୁରୁଙ୍କ ମା’ ସମେତ ୨ ଜଣଙ୍କୁ ଗୁଳି କରି ହତ୍ୟା

ପଞ୍ଜାବ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏବଂ ବମ୍ବିହା ଗ୍ୟାଙ୍ଗ ମଧ୍ୟରେ ଛକାପଞ୍ଛା ଆରମ୍ଭ ହୋଇଛି। ଲରେନ୍ସ ବିଷ୍ଣୋଇଙ୍କ ଗୁରୁ ତଥା ଗ୍ୟାଙ୍ଗଷ୍ଟର ଜଗୁ ଭଗବାନପୁରିଆଙ୍କ ମା’ ହରଜୀତ କୌରଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ତାଙ୍କ ସହିତ ଥିବା ଅନ୍ୟ ଜଣେ ବ୍ୟକ୍ତି କରଣବୀର ସିଂହ ମଧ୍ୟ ହତ୍ୟାର ଶିକାର ହୋଇଛନ୍ତି। ଏହି ହତ୍ୟାକାଣ୍ଡ ପାଇଁ ବମ୍ବିହା ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ଜଗୁ ଏବେ ଜେଲରେ ଅଛନ୍ତି। ତେବେ ଏହି ଗୁଳିକାଣ୍ଡର ଦୃଶ୍ୟ ସେଠାରେ ଲାଗିଥିବା … Read more

ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ରଥଯାତ୍ରା ନେଇ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ରଥଯାତ୍ରାରେ ମଧ୍ୟ ସାମିଲ ହୋଇ ପୁରୀ ବଡଦାଣ୍ଡରେ ଥିବା ଭକ୍ତଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଭିଡ ନିୟନ୍ତ୍ରଣ ଏବଂ CCTV ସର୍ଭିଲାନ୍ସର ତଦାରଖ କରିଛନ୍ତି । ଗୋବର୍ଦ୍ଧନ ମଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ଧର୍ମେନ୍ଦ୍ର । ତାଙ୍କ ସହ ସାଥୀରେ ଥିଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ … Read more

ଗୁଇନ୍ଦାଗିରୀ କରି ଗିରଫ ହେଲେ ନୌସେନା କର୍ମଚାରୀ

ନୂଆଦିଲ୍ଲୀ: ଜ୍ୟୋତି ମାଲହୋତ୍ରା କଥା ମନରୁ ଲିଭିନଥିବା ବେଳେ ଏବେ ଆଉ ଜଣେ ଗୁପ୍ତଚରଙ୍କ ତଥ୍ୟ ସାମ୍ମନାକୁ ଆସିଛି । ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହୋଇଛନ୍ତି ଆଉ ଜଣେ ଭାରତୀୟ । ନୌସେନା ମୁଖ୍ୟାଳୟର କର୍ମଚାରୀ ବିଶାଲ ଯାଦବ ଅପରେସନ୍ ସିନ୍ଦୂର ବେଳର ପ୍ରତିରକ୍ଷା ସୂଚନା ପାକିସ୍ତାନକୁ ଦେଉଥିଲେ । ଅଭିଯୁକ୍ତ ବିଶାଲ ଯାଦବ ହରିୟାଣାର ରେୱାଡିର ପୁନ୍ସିକା ଗାଁର ବାସିନ୍ଦା । ସେ ନୌସେନା ଭବନର ଡକୟାର୍ଡ ନିର୍ଦ୍ଦେଶ।ଳୟରେ ଉପର ଡିଭିଜନ କ୍ଲର୍କ … Read more

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଶ୍ରୀକ୍ଷେତ୍ର ଚଳ ଚଞ୍ଚଳ

ପୁରୀ: ପବିତ୍ର ରଥଯାତ୍ରା ଅବସରରେ ଆଜି ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇସାରିଛି। ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚିବେ ବୋଲି ଆଶା କରାଯାଉଛି। ରାଜ୍ୟର ଚାରିଆଡୁ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି। ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତ ଆସି ପୁରୀ ପହଞ୍ଚିଛନ୍ତି। ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ୬ଟା ରେ ମଙ୍ଗଳ ଆଳତି ନୀତି ପରେ ମଈଲମ, ତଡ଼ପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା ସହିତ … Read more