June 26, 2025 2:19 pm

ଭାରତ ପାଇଁ ଆମେରିକାର କଠୋର ଯାତ୍ରା ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଭାରତ ଯାତ୍ରା କରୁଥିବା ତାର ନାଗରିକମାନଙ୍କ ପାଇଁ ଏକ ଲେବଲ-୨ ଯାତ୍ରା ସତର୍କତା ଜାରି କରିଛି । ଏଥିରେ ଭାରତରେ ଅପରାଧ ଏବଂ ଆତଙ୍କବାଦ ହେତୁ ଆମେରିକୀୟ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଏହି ନିର୍ଦ୍ଦେଶିକାରେ କୁହାଯାଇଛି ଯେ, ଭାରତରେ “ଅପରାଧ, ବଳାତ୍କାର ଏବଂ ଆତଙ୍କବାଦ” କାରଣରୁ ଏହା ଜାରି କରାଯାଇଛି, ଏବଂ କେତେକ ଅଞ୍ଚଳରେ ବିପଦ ଅଧିକ ରହିଛି । ନିର୍ଦ୍ଦେଶିକାରେ ଏହା ମଧ୍ୟ କୁହାଯାଇଛି … Read more

ପହଲଗାମ ଆକ୍ରମଣରେ ବଡ ସଫଳତା: ୨ ଜଣ ଗିରଫ

ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ମିଳିଛି ବଡ଼ ସଫଳତା । ଏହି ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଏନଆଇଏ ୨ ଜଣଙ୍କୁ ଗିରଫ କରିଛି । ଉଭୟ ସନ୍ଦିଗ୍ଧ ବ୍ୟକ୍ତି ପହଲଗାମର ବାସିନ୍ଦା, ଆଉ ହମଲାରେ ସଂପୃକ୍ତ ଥିବା ଆତଙ୍କବାଦୀ, ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୈବା ସହ ଜଡିତ ଥିଲେବୋଲି ସେମାନେ ସ୍ୱୀକାର କରିଛନ୍ତି l ପହଲଗାମରେ ଆତଙ୍କବାଦୀ ଆକ୍ରମଣ ସମୟରେ ୨୬ … Read more

୩ ଘରୋଇ ବ୍ୟାଙ୍କ୍ ଉପରେ ରାଜ୍ୟ ସରକାର ଙ୍କ ଆକ୍ସନ

ଭୁବନେଶ୍ୱର: ପ୍ୟାନେଲରୁ ବାଦ୍ ପଡିଲେ ୩ ଘରୋଇ ବ୍ୟାଙ୍କ୍ । ଜମା କରାଯାଇପାରିବନି ସରକାରୀ ଟଙ୍କା । ବିଗତ ୨ ବର୍ଷରେ ଦୁର୍ବଳ ପ୍ରଦର୍ଶନ ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କେବଳ ସେତିକି ନୁହେଁ, ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ମାନଦଣ୍ଡରେ ମଧ୍ୟ ସେମାନଙ୍କର ପ୍ରଦର୍ଶନ ଭଲ ରହୁନାହିଁ । ଅର୍ଥ ବିଭାଗ ପକ୍ଷରୁ ଏନେଇ ସବୁ ବିଭାଗକୁ ଚିଠି କରାଯାଇଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଘରୋଇ HDFC … Read more

ଆକାଶରେ ଫାଟିଲା ହଟ ଏୟାର ବେଲୁନ, ୮ ମୃତ

ବ୍ରାଜିଲର ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ଏକ ହଟ ଏୟାର ବେଲୁନରେ ମଝି ଆକାଶରେ ନିଆଁ ଲାଗିଗଲା। ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେହି ସମୟରେ, ଅନ୍ୟ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଭୟଙ୍କର ଦୁର୍ଘଟଣା ଶନିବାର ବ୍ରାଜିଲର ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ଘଟିଥିଲା, ଯେତେବେଳେ ହଟ ଏୟାର ବେଲୁନଟି ଆକାଶର ଉଚ୍ଚତାରୁ ୨୧ ଜଣଙ୍କ ଏକ ଗ୍ରୁପକୁ ଏକ ସୁନ୍ଦର ଦୃଶ୍ୟ ଦେଖାଇବା ପାଇଁ … Read more

ବିହାର ବିଧାନସଭା ନିର୍ବାଚନ:ଜେଏମ୍ଏମ୍, ଏକୁଟିଆ ନିର୍ବାଚନ ଲଢ଼ିବ

ବିହାର: ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଏକୁଟିଆ ନିର୍ବାଚନ ଲଢ଼ିବ । ଆମ ଆଦମ ପାର୍ଟି ପରେ ଜେଏମଏମ ଏଭଳି ନିଷ୍ପତ୍ତି, ବିହାରର ଆରଜେଡି ନେତୃାତ୍ବଧୀନ ମହାଗଠବନ୍ଧନକୁ ପ୍ରଭାବିତ କରିପାରେ । ପଡୋଶୀ ଝାଡ଼ଖଣ୍ଡରେ ଇଣ୍ଡିମେଣ୍ଟରନେତୃତ୍ୱ ନେଇଥିବା ଜେଏମଏମ ବିହାରରେ ଏଥରକ ସାମିଲ ହେବନାହିଁ । ବିହାରରରେ ମହାଗଠବନ୍ଧନର ୩ଥର ବୈଠକ ହୋଇଥିଲେ ମଧ୍ୟ ଏଥିରେ ଜେଏମଏମକୁ ସାମିଲ କରାଯାଇନଥିଲା । ଯାହାଫଳରେ ଜେଏମଏମ ବିହାରରେ ୧୨-୧୬ଟି ଆସନରେ ଲଢ଼ିବାକୁ ମନସ୍ଥ କରିଛି … Read more