June 26, 2025 2:16 pm

ଏଡିଆର୍‌ ରିପୋର୍ଟ୨୦୨୪: ନିର୍ବାଚନ ରେ କେଉଁ ଦଳ କରିଛି କେତେ ଖର୍ଚ୍ଚ

ନୂଆଦିଲ୍ଲୀ: ଏଡିଆର୍‌ ରିପୋର୍ଟ ଅନୁଯାଇ ୨୦୨୪ ଲୋକସଭା ଓ ସମାନ୍ତରାଳ ଭାବେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୧୪୯୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା ରାଜନୈତିକ ଦଳମାନଙ୍କ ଦ୍ୱାରା ମୋଟ୍‌ ନିର୍ବାଚନ ଖର୍ଚ୍ଚର ୪୪.୫୬ ପ୍ରତିଶତ। ବିଜେପି ପଛକୁ କଂଗ୍ରେସ ୨୦୨୪ ନିର୍ବାଚନରେ ୬୨୦ କୋଟି ଟଙ୍କା ଖର୍ଚ୍ଚ କରି ଦ୍ଵିତୀୟ ସ୍ଥାନ‌ରେ ରହିଛି। କଂଗ୍ରେସର ନିର୍ବାଚନ ଖର୍ଚ୍ଚ ମୋଟ୍‌ ନିର୍ବାଚନ ଖର୍ଚ୍ଚର ୧୮.୫ ପ୍ରତିଶତ। ୩୨ଟି ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକର ତଥ୍ୟ ଆକଳନ … Read more

କଳିଙ୍ଗ ଷ୍ଟାଡିୟମରେ  ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ,ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିବା ସହିତ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ବୋଲି କହିଛନ୍ତି। ଏହି ଅବସରରେ ଭିଡିଓ … Read more

ଭୁବନେଶ୍ୱରରେ ପହଞ୍ଚିଲେ ଗୋପାଳପୁର ଘଟଣାକୁ ନେଇ କଂଗ୍ରେସ ଗଢିଥିବା ଅନୁଧ୍ୟାନକାରୀ ଦଳ ।

ଗୋପାଳପୁର ଘଟଣାକୁ ନେଇ କଂଗ୍ରେସ ଗଢିଥିବା ୫ ଜଣିଆ ତଥ୍ୟ ଅନୁଧ୍ୟାନକାରୀ ଦଳ ୪ ଦିନିଆ ଓଡିଶା ଗସ୍ତରେ ଆସି ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ତାଙ୍କୁ ପିସିସି ସଭାପତି ଭକ୍ତଚରଣ ଦାସ ସ୍ୱାଗତ କରିଥିବା ବେଳେ ଆଜି ପ୍ରଥମ ଦିନରେ ଗୋପାଳପୁର ଗଣଦୁଷ୍କର୍ମ ଘଟଣାସ୍ଥଳ ପରିଦର୍ଶନ କରିବେ କଂଗ୍ରେସର ତଥ୍ୟ ଅନୁଧ୍ୟାନକାରୀ ଦଳ । ତେବେ ଗୋପାଳପୁର ଠାରେ ହୋଇଥିବା ଜଘନ୍ୟ ଗଣବଳାତ୍କାର ଏବଂ ରାଜ‍୍ୟରେ ଆକସ୍ମିକ ଭାବରେ ଶତାଧିକ ମହିଳା ,ଶିଶୁ … Read more

ଓଡିଶାରେ ଡବଲ ଇଂଜିନ ସରକାର ପାଇଁ ମିଳିଲା ଡବଲ ଫାଇଦା

ଭୁବନେଶ୍ୱର: ଓଡିଶାରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ ଦୀର୍ଘ ଭାଷଣରେ ଓଡିଶା ସରକାରଙ୍କୁ ବେଶ ପ୍ରଶଂସା କରିଛନ୍ତି। ଏଥିସହିତ ସେ ଡବଲ ଇଂଜିନ ସରକାରରେ ଡବଲ ଫାଇଦା ହେଲା ବୋଲି କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ଓଡିଶାରେ ବିଜେପି ସରକାରଙ୍କ ଗୋଟିଏ ବର୍ଷ କେବଳ ହେଲା ତାହା ନୁହେଁ। ଓଡିଶାରେ ସୁଶାନ ଆସିବାର ଏକ ବର୍ଷ ପୂର୍ତ୍ତି ହେଲା ବୋଲି … Read more

କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଗିରଫ

କୋଲକାତା : ପଶ୍ଚିମବଙ୍ଗରେ ବିଜେପି ରାଜ୍ୟ ସଭାପତି ତଥା କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାରଙ୍କୁ ଶୁକ୍ରବାର ପୁଲିସ ହେପାଜତକୁ ନେଇଛି। ତାଙ୍କୁ ଲାଲବଜାର ପୁଲିସ ମୁଖ୍ୟାଳୟର ହାଜତକୁ ନିଆଯାଇଛି। ଏହି ଘଟଣା କେବଳ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି କରିଛି ତାହା ନୁହେଁ, ବରଂ ବିଜେପି ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ମଧ୍ୟ ବୃଦ୍ଧି ପାଇଛି। ଘଟଣାଟି ଶୁକ୍ରବାର ସକାଳେ ଆରମ୍ଭ ହୋଇଥିଲା, ଯେତେବେଳେ ସୁକାନ୍ତ ମଜୁମଦାର ବିଜେପି ଦ୍ୱାରା ଆୟୋଜିତ ‘ପଶ୍ଚିମବଙ୍ଗ … Read more