June 26, 2025 6:40 pm

ମହାରାଷ୍ଟ୍ର ନିର୍ବାଚନରେ ଫିକ୍ସିଂ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ମହାରାଷ୍ଟ୍ର :- ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଜାଲିଆତି ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି, ୨୦୨୪ର ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା । ଏଥିପାଇଁ ପାଞ୍ଚଟି କୌଶଳ ଆପଣାଯାଇଥିବା ଅଭିଯୋଗ କରିଛନ୍ତି । ପ୍ରଥମ କୌଶଳ ହେଲା- ନିର୍ବାଚନ କମିଶନ ନିଯୁକ୍ତି ପାଇଁ ପାନେଲକୁ ରିଗିଂ କରାଯାଇଛି । ଅମ୍ପାୟରଙ୍କ ନିଯୁକ୍ତି ପାଇଁ ପ୍ୟାନେଲକୁ ରିଗିଂ କରାଯାଇଛି । ନିର୍ବାଚନ କମିଶନର ନିଯୁକ୍ତି … Read more

G7 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ

କାନାଡ଼ା:- ଭାରତ-କାନାଡା ସମ୍ପର୍କରେ ଆସିବ ସୁଧାର । G7 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାନାଡାର ନବନିର୍ବାଚିତ ପିଏମ ମାର୍କ ଜେ କାର୍ଣ୍ଣିଙ୍କ ନିମନ୍ତ୍ରଣ । ଚଳିତ ମାସ ଶେଷ ସପ୍ତାହରେ କାନାଡାର କାନାନାସ୍କିସ ସହରରେ ଆୟୋଜନ ହେବାକୁ ଯାଉଛି G7 ଶିଖର ସମ୍ମିଳନୀ । G7 ବୈଠକରେ ଯୋଗଦେବାକୁ କାନାଡ଼ା ପିଏମଙ୍କ ନିମନ୍ତ୍ରଣ ସ୍ବୀକାର କରିବା ସହ ନିର୍ବାଚନରେ ବିଜୟ ପାଇଁ ମାର୍କ ଜେ କାର୍ଣ୍ଣିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି । ଫୋନରେ … Read more

ଅମରନାଥ ଯାତ୍ରା ପାଇଁ କାଶ୍ମୀରରେ ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୩ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କାଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନିକଟରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ସୁରକ୍ଷା ବାହିନୀ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ୨୦୨୫ ଅମରନାଥ ଯାତ୍ରା ପାଇଁ ସବୁଠାରୁ ଅଧିକ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ ଅମରନାଥ ପୀଠ ସ୍ଥଳ ଅଭିମୁଖେ ୨ଟି ରାସ୍ତାରେ ପାଖାପାଖି ୫୦ … Read more

ବାଂଲାଦେଶ ନିର୍ବାଚନ କୁ ନେଇ ୟୁନୁସ ସରକାର ଙ୍କ ବଡ଼ ଘୋଷଣା

ଢାକା :- ବାଂଲାଦେଶରେ ଶେଖ ହାସିନାଙ୍କ ବିଦ୍ରୋହ ପରେ ଆନ୍ତରୀଣ ସରକାରଙ୍କ ଶାସନ ଜାରି ରହିଛି। ମାତ୍ର ଏହାରି ଭିତରେ ବାଂଲାଦେଶ ୟୁନୁସ ସରକାର ନିର୍ବାଚନ ନେଇ ବଡ଼ ଘୋଷଣା କରିଛନ୍ତି। ଦେଶକୁ ସମ୍ବୋଧିତ କରି ୮୪ ବର୍ଷୀୟ ନୋବେଲ ଶାନ୍ତି ପୁରସ୍କାର ବିଜେତା ୟୁନୁସ କହିଛନ୍ତି, “ମୁଁ ଦେଶର ନାଗରିକମାନଙ୍କୁ ଘୋଷଣା କରୁଛି ଯେ ୨୦୨୬ ଏପ୍ରିଲ ପ୍ରଥମ ପକ୍ଷରେ ଯେକୌଣସି ଦିନ ନିର୍ବାଚନ ଅନୁଷ୍ଠିତ ହେବ।” ଇଦ-ଉଲ-ଆଜହା ଅବସରରେ ଟିଭିରେ ଦେଶକୁ ସମ୍ବୋଧିତ କରିବା … Read more

ରଦ୍ଦ ହୋଇନି ସିମଲା ଚୁକ୍ତି

ଇସ୍ଲାମାବାଦ : ଦୁଇ ଦିନ ତଳେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଥିଲେ ଯେ ଭାରତ ସହ ସ୍ୱାକ୍ଷରିତ ସିମଲା ଚୁକ୍ତି ଏକ ମୃତ ଦଲିଲ ହୋଇଯାଇଛି । ଏହା ସହିତ ଦୁଇ ଦେଶ ୧୯୪୮ର ସ୍ଥିତିକୁ ଫେରିଯାଇଛନ୍ତି, ଯେତେବେଳେ ଜାତିସଂଘ ନିୟନ୍ତ୍ରଣ ରେଖାକୁ ଯୁଦ୍ଧ ବିରତି ରେଖା ଭାବେ ଘୋଷଣା କରିଥିଲା । କିନ୍ତୁ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ତାଙ୍କର ଏହି ବୟାନକୁ ଖାରଜ କରିଦେଇଛି । ସିମଲା ଚୁକ୍ତି ସମେତ ଭାରତ ସହ … Read more