June 26, 2025 6:41 pm

ପାଣ୍ଡିଆନଙ୍କ ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର ଅଭିଯାନ

ଭୁବନେଶ୍ଵର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି । ବହୁସଂଖ୍ୟାରେ ଆସି ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ । ୯୦ ପ୍ରତିଶତ ଭୋଟରେ ଜିତାନ୍ତୁ । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ … Read more

୩୨ ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ; ଅନୁଗୁଳରେ ସର୍ବାଧିକ ୪୪.୬ ଡିଗ୍ରି ରେକର୍ଡ

ଭୁବନେଶ୍ଵର:ସାରା ରାଜ୍ୟ ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହେଉଛି। ଆହୁରି ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ନାହିଁ ବୋଲି  ପାଣିପାଗ ବିଭାଗ ପକ୍ଷରୁ ଏଭଳି ସତର୍କ ସୂଚନା ଜାରି ହୋଇଛି। ଏହାରି ମଧ୍ୟରେ ରାଜ୍ୟର ୩୨ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଉପରେ ରହିଛି। ସେହିପରି ୧୨ ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ରହିଛି। ଅନୁଗୁଳରେ ୪୪.୬ ଡିଗ୍ରି ସର୍ବାଧିକ ତାପମାତ୍ରା ରହିଛି। ବୌଦ୍ଧରେ  ୪୪.୫, ନୂଆପଡା ଏବଂ ବଲାଙ୍ଗୀରରେ ୪୪ … Read more

ସାଧାରଣ ନିର୍ବାଚନ-୨୦୨୪: ୭୮ ବର୍ଷୀୟା ବୃଦ୍ଧାହସ୍ପିଟାଲ୍‌ରୁ ଷ୍ଟ୍ରେଚର୍‌ରେ ବୁହାହୋଇ ଆସି ଦେଲେ ଭୋଟ୍‌

ନୂଆଦିଲ୍ଲୀ: ଗଣତନ୍ତ୍ରରେ ମତଦାନ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ନାଗରିକ ଅଧିକାର। ପାଞ୍ଚ ବର୍ଷକୁ ଥରେ ଆସୁଥିବା ଏହି ମତଦାନ ଅଧିକାରକୁ ସାବ୍ୟସ୍ତ କରିବାର ସୁଯୋଗ ଆଦୌ ବି ହାତଛଡ଼ା କରିବା ଉଚିତ ନୁହେଁ। ୭୮ ବର୍ଷୀୟା ଜଣେ ମହିଳା ଅସୁସ୍ଥ ଥିବା ସତ୍ତ୍ବେ ହସ୍ପିଟାଲ୍‌ରୁ ଷ୍ଟ୍ରେଚରରେ ବୁହା ହୋଇ ଭୋଟ୍‌ ଦେବାକୁ ଆସି ସଭିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ମଙ୍ଗଳବାର ଦିନ ଶ୍ରୀମତୀ କଲଭତୀଙ୍କୁ ନାମ୍ନୀ ଏହି ମହିଳାଙ୍କୁ ଜୟନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା “ଭୋଟ୍ ଦେବା … Read more