ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶିଳ୍ପ ସମ୍ପର୍କ ଓ କାର୍ମିକ୍ ପରିଚାଳନା ବିଭାଗରେ ଜାତୀୟ ପାଠଚକ୍ର ଉଦ୍‌ଯାପିତ 

ବ୍ରହ୍ମପୁର: ବ୍ରହ୍ମପୁର  ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶିଳ୍ପ ସମ୍ପର୍କ ଓ କାର୍ମିକ୍ ପରିଚାଳନା ବିଭାଗର ଆନୁକୂଲ୍ୟରେ ବିଶ୍ୱର ପରିବର୍ତ୍ତିତ କାର୍ଜ୍ୟଶୈଳୀରେ ମାନବ ସମ୍ବଳ ପରିଚାଳନା ଶୀର୍ଷକ ଉପରେ ଦ୍ୱି-ଦିବସୀୟ ଜାତୀୟ ପାଠଚକ୍ର ଉଦ୍‌ଯାପିତ ହୋଇଯାଇଛି ।

ଜିଲ୍ଳାପାଳ , ଗଞ୍ଜାମର ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ।

ଗୁରୁକୂଳ ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲର ୧୨ ତମ ବାର୍ଷିକ ଉତ୍ସବ ପାଳିତ 

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ସାମଗ୍ରିକ ବ୍ୟକ୍ତି ବିକାଶର ମୁଖ୍ୟ ଆୟୁଧ ଶିକ୍ଷା ଅଟେ । ଏନେଇ ପ୍ରତ୍ୟେକ ବିଦ୍ୟାର୍ଥୀ ସଚେତନ ରହିବା ଦରକାର । ସ୍ଥାନୀୟ ଗୁଡସ୍‌ରୋଡ୍‌ସ୍ଥିତ ଗୁଳୁକୂଳ ଇଣ୍ଟର ନ୍ୟାସନାଲ୍ ପବ୍ଲିକ୍ ସ୍କୁଲର ୧୨ତମ ବର୍ଣ୍ଣାଢ଼୍ୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି । ଛାତ୍ର ସମାଜର ଭବିଷ୍ୟତ ହୋଇଥିବା ବେଳେ ଏହି ଭବିଷ୍ୟତକୁ … Read more

ଶ୍ରୀମଦ୍ ଭାଗବତ ଗୀତା ଜୟନ୍ତୀ ପାଳିତ -ଗୀତା ସାକ୍ଷାତ୍ ଭଗବାନଙ୍କ ଦିବ୍ୟବାଣୀ 

Srimad Bhagbat Gita iayanti

ବ୍ରହ୍ମପୁର: ସୁଦୁର ଲାଠି ମୁଖ୍ୟରାସ୍ତାସ୍ଥିତ ଆଦର୍ଶ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସମାରୋହରେ ଗୀତା ଜୟନ୍ତି ପାଳିତ ହୋଇଯାଇଛି ।

ନୂଆ ବାରାକ୍ସ ସାହି ରାସ୍ତାର ଦୂରବସ୍ଥା, କର୍ତ୍ତୃପକ୍ଷ ନୀରବ 

ବ୍ରହ୍ମପୁର: ସ୍ଥାନୀୟ ନୂଆ ବାରାକ୍ସ ସାହି ଜ୍ୟୋତି ରେସିଡ଼େଣ୍ଟି ଠାରୁ ଗାନ୍ଧୀ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଶୋଚନୀୟ ପରିସ୍ଥିତିରେ ଥିବା ବେଳେ ମୁଖ୍ୟ ନାଳ ଦୀର୍ଘ ବର୍ଷ ଧରି ମଇଳା ..

ମା କାଳୁଆ ମନ୍ଦିର ଉନ୍ନୟନ କମିଟିର ବୈଠକ ଅନୁଷ୍ଟିତ

Kalua Mandir Committe

ବ୍ରହ୍ମପୁର: ମହାନଗର ଅନ୍ତର୍ଗତ ୨୩ ନମ୍ବର ୱାର୍ଡ଼ରେ ଥିବା ବଡ଼ ଖେମୁଣ୍ଡି ସାହିର ମାଁ କାଳୁଆ ମନ୍ଦିର ଉନ୍ନୟନ କମିଟିର ପ୍ରଥମ ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ଡ଼ିଏଭି ପବ୍ଲିକ୍ ସ୍କୁଲର ବାର୍ଷିକୋତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର: ସ୍ଥାନୀୟ ଡ଼ିଏଭି ପବ୍ଲିକ୍ ସ୍କୁଲର ୩୫ତମ ବାର୍ଷିକୋତ୍ସବ ମୋଗ୍ନୋଲିଆରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଶନିବାରଂପେଟା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ 

ବ୍ରହ୍ମପୁର: ଶନିବାରଂପେଟା ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଶନିବାର ପାଳିତ ହୋଇଯାଇଛି । ସ୍ଥାନୀୟ କରଣ ସାହି କ୍ଲଷ୍ଟରର ସାଧନ କର୍ମୀ ପରମେଶ୍ୱର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବ ଅତି ଆଡ଼ମ୍ବରରେ ପାଳିତ ହୋଇଯାଇଛି ।

କରୋନା ମାର୍ଗଦର୍ଶିକା ଜାରିକଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ଵର: ଦେଶରେ JN.1 ସବ୍ ଭାରିଆଣ୍ଟ ଚିନ୍ତା ବଢାଇ ଚାଲିଥିବା ବେଳେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକଙ୍କ ତରଫରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।