ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଙ୍କୁ ଆନ୍ତର୍ଜାତୀୟ ଉତ୍ସବ ରେ ସମ୍ମାନ
ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ହାଇଦ୍ରାବାଦ ର ରବୀନ୍ଦ୍ର ଭାରତୀ ଠାରେ ଆନ୍ତର୍ଜାତିକ କାଲ୍ସିକଲ୍ ଓ ଲୋକକଳା ଫେଷ୍ଟିବଲ୍ ଅନୁଷ୍ଠିତ ହୋଇଯାଇଛି। ତେଲେଙ୍ଗାନା ଭାଷା ସଂସ୍କୃତି ଓ ସଂସ୍କୃତି କଳା ନିକେତନ ତରଫରୁ କାଯ୍ୟ କ୍ରମ ହୋଇଛି। ସଂସ୍କୃତି କଳା ନିକେତନ ର ପ୍ରତିଷ୍ଠାତା ସଂଯୁକ୍ତା ପଣ୍ଡା ଓ ଗୁରୁ ଡ .ସୁଦୀପ୍ତା ପଣ୍ଡା ଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା । ନୂତନ ବର୍ଷ ଆରମ୍ଭରୁ ଏ ଭଳି ପ୍ରୋଗ୍ରାମ ସମସ୍ତଙ୍କୁ ଆନନ୍ଦିତ କରିଥିଲା । ୮ … Read more