ଗଛ କଟାକୁ ତୀବ୍ର ବିରୋଧ କରି ବ୍ରହ୍ମପୁର ସବୁଜ ବାହିନୀର ଧାରଣା December 16, 2023 by NabaBharat ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବିକାଶ ଆଳରେ ଗଛକଟା ବିଭିନ୍ନ ସ୍ଥାନରେ ଜାରି ରହିଥିବାବେଳେ ଗତ ୧୩ ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନ ନିକଟବର୍ତ୍ତୀ ଅଟୋ ଷ୍ଟାଣ୍ଡଠାରେ ତିନୋଟି ବିରାଟ ଗଛକୁ କାଟିବା ପାଇଁ ପ୍ରସ୍ତୁତି ଚାଲୁଥିଲା।
୫୯ ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଉଦ୍ଘାଟିତ December 16, 2023 by NabaBharat ଭୁବନେଶ୍ୱର: ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏହାକୁ ଉଦଘାଟନ କରିଛନ୍ତି ।
ଏକାମ୍ର ନିର୍ବାଚନମଣ୍ଡଳୀରେ ୪ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର December 16, 2023 by NabaBharat ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ୧୫୯.୨୯ କୋଟି ଟଙ୍କା ବ୍ୟୟରେ ୪ଟି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ରେଳବାଇର କେନ୍ଦୁଝରକୁ କ୍ରମାଗତ ଅବହେଳା ଚିନ୍ତାଜନକ:ବଦ୍ରି ପାତ୍ର December 16, 2023 by NabaBharat କେନ୍ଦୁଝର: ପୂର୍ବତଟ ରେଳବାଇ ହେଉ କି ଦକ୍ଷିଣ- ପୂର୍ବରେଳବାଇ, କେନ୍ଦୁଝର ଜିଲ୍ଲା ଖଣିଜ ପଦାର୍ଥ ପରିବହନରେ ସର୍ବାଧିକ ରାଜସ୍ୱ ଦେଇଥିବାବେଳେ କ୍ରମାଗତ ଭାବେ ଅବିଚାର ଓ ବୈମାତ୍ମକ ମନୋଭାବରୁ ଶିକାର ହୋଇଛି କେନ୍ଦୁଝର ଜିଲ୍ଲା । ଏହି ଜିଲ୍ଲାର ..
କେନ୍ଦ୍ର ପରେ ରାଜ୍ୟ ଦେଲା ଗରିବଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ December 16, 2023December 16, 2023 by NabaBharat ଭୁବନେଶ୍ୱର: ରାଜ୍ୟ ସରକାର ଗରିବ ଲୋକଙ୍କୁ ଆହୁରି ପାଞ୍ଚ ବର୍ଷ ପାଇଁ ମାଗଣା ଚାଉଳ ଯୋଗାଇବାକୁ ନିଷ୍ପତି କରିଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅବଧିକୁ..
ଏଥର ପୁଣି ବିଜୁ ଜନତା ଦଳ, ଷଷ୍ଠ ଥର ପାଇଁ ଦଳର ପ୍ରସ୍ତୁତି December 16, 2023December 15, 2023 by NabaBharat ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିର ଝଲକ ଦେଖାଇଲା ବିଜୁ ଜନତା ଦଳ । ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଜି ତାହା ସ୍ପଷ୍ଟ ବଋ ହୋଇ ପଡିଥିଲା।