ଡ଼ିଏଭି ପବ୍ଲିକ୍ ସ୍କୁଲର ବାର୍ଷିକୋତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର: ସ୍ଥାନୀୟ ଡ଼ିଏଭି ପବ୍ଲିକ୍ ସ୍କୁଲର ୩୫ତମ ବାର୍ଷିକୋତ୍ସବ ମୋଗ୍ନୋଲିଆରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଶନିବାରଂପେଟା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ 

ବ୍ରହ୍ମପୁର: ଶନିବାରଂପେଟା ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଶନିବାର ପାଳିତ ହୋଇଯାଇଛି । ସ୍ଥାନୀୟ କରଣ ସାହି କ୍ଲଷ୍ଟରର ସାଧନ କର୍ମୀ ପରମେଶ୍ୱର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବ ଅତି ଆଡ଼ମ୍ବରରେ ପାଳିତ ହୋଇଯାଇଛି ।

କରୋନା ମାର୍ଗଦର୍ଶିକା ଜାରିକଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ଵର: ଦେଶରେ JN.1 ସବ୍ ଭାରିଆଣ୍ଟ ଚିନ୍ତା ବଢାଇ ଚାଲିଥିବା ବେଳେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକଙ୍କ ତରଫରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

କେବଳ ନନ୍ଦନକାନନରେ କଳାବାଘ

ଭୁବନେଶ୍ଵର: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଜ୍ୟ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଚାଲିଥିବା ରାଜ୍ୟସଭା ଅଧିବେଶନରେ ବିଜୁ ଜନତା ଦଳ (ବିଜେଡି) ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଉତ୍ତରରେ..

ନୂଆ-ଓ କ୍ରୀଡା ଉତ୍ସବ ଉଦଘାଟିତ

ହିଞ୍ଜିଳିକାଟୁ: ଯୁବ ଏବଂ ଛାତ୍ର ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଭିଯାନ କ୍ରମରେ ଗୁରୁବାର ହିଞ୍ଜିଳିକାଟୁ ପୌର ପରିଷଦ ତରଫରୁ ନୂଆ-ଓ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ  ଜାନୁଆରୀ ୧୭ ରେ  ଲୋକାର୍ପଣ

ପୁରୀ: ଆସନ୍ତା ଜାନୁଆରି ୧୭ ତାରିଖ ଦିନ  ହେବାକୁଥିବା  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିଣ ଉତ୍ସବ ନିମନ୍ତେ ଆଜି ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ  ଆମନ୍ତ୍ରଣ କରାଯାଇଛି।

ବନ୍ଦ ପଡିଛି ମୟୁରଭଞ୍ଜ ଆୟୁର୍ବେଦିକ କଲେଜ

ମୟୂରଭଞ୍ଜ: ଆୟୁର୍ବେଦିକ ଔଷଧ ପ୍ରସ୍ତୁତି ନିମନ୍ତେ ଶିମିଳିପାଳ ଜୈବ ମଣ୍ଡଳରେ ପ୍ରଚୁର କଞ୍ଚାମାଲ ଉପଲବ୍ଧ ଥିବାରୁ ତାହାର ସଦ ବ୍ୟବହାର କରାଯାଇ ମୟୂରଭଞ୍ଜ ଜିଲାରେ ଏକ ବୃହତ ଆୟୁର୍ବେଦିକ ଔଷଧ କାରଖାନା ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେବ ଦାବୀ ହୋଇ ଆସୁଛି ।

୭୫ ତମ  ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମର ଶିକ୍ଷାର୍ଥୀ ବାହିନୀର ପ୍ରସ୍ତୁତି ଶିବିର ଉଦଯାପିତ 

NCC

ଭୁବନେଶ୍ଵର: ଓଡ଼ିଶାର କଟକ ଗ୍ରୁପ ଏନ.ସି.ସିର ଗ୍ରୁପ କମାଣ୍ଡର ତଥା ମୁଖ୍ୟ ଚୟନକାରୀ କର୍ଣ୍ଣେଲ ସତ୍ୟବ୍ରତ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର ପ୍ରସ୍ତୁତି ଶିବିର ଭୁବନେଶ୍ୱରଠାରେ ଅବସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ କାମ୍ପସ୍ ପରିସରରେ ଉଦଯାପିତ ହୋଇଯାଇଅଛି ।

ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର  ଗଞ୍ଜାମ ଜିଲ୍ଲା ସାହିତ୍ୟ ସମ୍ମିଳନୀ ରେ ବିଶିଷ୍ଠ ବ୍ୟକ୍ତି  ସମ୍ମାନିତ

ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର  ଗଞ୍ଜାମ ଜିଲ୍ଲା ସାହିତ୍ୟ ସମ୍ମିଳନୀ ରେ ବିଶିଷ୍ଠ ବ୍ୟକ୍ତି  ସମ୍ମାନିତ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧ ବିନାୟକ ମନ୍ଦିର ପରିସରରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡା,ଗଞ୍ଜାମ, ପକ୍ଷରୁ  ରବିବାର ଦିନ ଗଞ୍ଜାମ ଜିଲ୍ଲା ସାହିତ୍ୟ ସମ୍ମିଳନୀ ସଫଳତାର ସହ ଆୟୋଜିତ ହଁ ହେଇଯାଇଛି । 

ମୟୂରଭଂଜରେ ସୁନା ଖଣି

ବାରିପଦା: ଓଡିଶାର ମୟୂରଭଂଜ, କେନ୍ଦୁଝର ଓ ଦେବଗଡ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁନା ପଥର ଥିବା ସୂଚନା ମିଳିଛି । ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟ ସର୍ବେକ୍ଷଣ ସଂସ୍ଥା ଏବଂ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜି.ଏସ.ଆଇ.) ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇଛି

ବାରିପଦା: ଓଡିଶାର ମୟୂରଭଂଜ, କେନ୍ଦୁଝର ଓ ଦେବଗଡ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁନା ପଥର ଥିବା ସୂଚନା ମିଳିଛି । ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟ ସର୍ବେକ୍ଷଣ ସଂସ୍ଥା ଏବଂ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜି.ଏସ.ଆଇ.) ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇଛି