ମୃତ ମହିଳାଙ୍କ ଶରୀରରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କଲା ପୋଲିସ

କାଠମାଣ୍ଡୁ: ନେପାଳର ପ୍ରଳୟଙ୍କାରୀ ବନ୍ୟା ପରେ ନାରାୟଣୀ ନଦୀରେ ପ୍ରବଳ ସ୍ରୋତରେ ଭାସିଆସିଥିବା ଜଣେ ମୃତ ମହିଳାଙ୍କ ଶରୀରରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି।ନେପାଳ ପୁଲିସ୍ ୪୧ ସେକେଣ୍ଡର ଏକ ଭିଡିଓକୁ ପୁନର୍ବାର ଶେଆର କରି କହିଛି ଯେ, ମୃତ ମହିଳାଙ୍କ କାନରୁ କାନଫୁଲ ଚୋରି କରିଥିବା ଅଭିଯୋଗରେ ଏହି ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି।ସେହି ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳିଛି ଯେ କାଠପଟା ଏବଂ ମୁଣ୍ଡ … Read more

ହତ୍ୟା ପରେ ମୋବାଇଲ୍‌ ଟ୍ରାକିଂରୁ ମିଳିଲା ଫେରାର ହେବାର ସୁରାକ

ତାମିଲନାଡୁ: ତାମିଲନାଡୁ ଏକ୍ସପ୍ରେସ୍‌ରୁ ଏକ ସୁଟକେସ୍‌ ଭିତରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିବା ଘଟଣାରେ ବଡ଼ ସୁରାକ ମିଳିଛି। ଏହି ହତ୍ୟାକାଣ୍ଡରେ ଓଡ଼ିଶାର ଜଣେ ସନ୍ଦିଗ୍ଧ ଦମ୍ପତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ସୂଚନା ଥାଉ ଯେ, ଗତ ଅଗଷ୍ଟ ୫ ତାରିଖରେ ତାମିଲନାଡୁ ଏକ୍ସପ୍ରେସ୍‌ ଚେନ୍ନାଇ ସେଣ୍ଟ୍ରାଲରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଅଗଷ୍ଟ ୬ ତାରିଖରେ ଆଗ୍ରା କ୍ୟାଣ୍ଟନମେଣ୍ଟ ଷ୍ଟେସନରେ ଟ୍ରେନ୍‌ ପହଞ୍ଚିବା ପରେ ସାଧାରଣ ବଗିରେ ଥିବା ଏକ ଲାଲ୍‌ ରଙ୍ଗର ସୁଟକେସ୍‌ରୁ … Read more

ପ୍ରିନ୍ସିପାଲଙ୍କୁ ଛୁରୀ ଭୁଷି ହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର

ତେଲଙ୍ଗନା:ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ଅଗଷ୍ଟ ୧୨ରେ ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାର ନାଗାର୍ଜୁନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ କାଲ୍ଲୁ ରୂପା ରେଡ୍ଡୀଙ୍କ ମୃତ ଦେହ ତାଙ୍କ ବାସ ଗୃହ ରୁ ଉଦ୍ଧାର ହୋଇଥିଲା l ତାଙ୍କ ଶରୀରରେ ୨୭ଟି ଛୁରି ଆଘାତ ଚିହ୍ନ ରହିଥିଲା । ସୂଚନା ଅନୁଯାୟୀ ଅଗଷ୍ଟ ୧୦ରେ ସେ ସ୍କୁଲ ଯାଇଥିଲେ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୩୦ ପର୍ଯ୍ୟନ୍ତ ସେଠାରେ … Read more

ସାଇବର ଅପରାଧ ବିରୋଧରେ କଠୋର ପଦକ୍ଷେପ: ମ୍ୟୁଲ୍ ଆକାଉଣ୍ଟ ମାମଲାରେ ଦଣ୍ଡାଦେଶ

କଟକ: ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ ଆକାଉଣ୍ଟ ମାମଲାରେ ଅଭିଯୁକ୍ତ ଗୌରୀ ଶଙ୍କର ଦାଶ (୩୨) ଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦,୦୦୦ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ସମ୍ବଲପୁର ଜିଲ୍ଲାର ମାନ୍ୟବର ଜେଏମଏଫସି ଅଦାଲତ। ସୂଚନା ଅନୁସାରେ, ଅଭିଯୁକ୍ତ ଗୌରୀ ଶଙ୍କର କୋଟାକ ମହିନ୍ଦ୍ରା ବ୍ୟାଙ୍କ ଆକାଉଣ୍ଟଟି ନାସନାଲ୍ ସାଇବର୍ କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ (NCRP) ମାଧ୍ୟମରେ ଚିହ୍ନଟ ହୋଇଥିଲା। ଉକ୍ତ ଆକାଉଣ୍ଟକୁ ବିଭିନ୍ନ ସମୟରେ ପର୍ଯ୍ୟାୟ କ୍ରମେ … Read more

ପ୍ରତିରକ୍ଷା ତଥ୍ୟ ଲିକ୍ କରି ଗିରଫ ହେଲେ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ:ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ‘ହନିଟ୍ରାପ୍’ ରେ ଶିକାର ହୋଇ ଦେଶର ସମ୍ବେଦନଶୀଳ ପ୍ରତିରକ୍ଷା ତଥ୍ୟ ଲିକ୍ କରିବା ଅଭିଯୋଗରେ ଜଣେ ୪୪ ବର୍ଷୀୟ ଭାରତୀୟ ବାୟୁସେନା (IAF) ୱିଙ୍ଗ କମାଣ୍ଡରଙ୍କୁ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ କରାଯାଇଛି।ପୋଲିସ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଅଧିକାରୀ ଜଣକ ସୋସିଆଲ ମିଡିଆ ମାଧ୍ୟମରେ ଜଣେ ଅଜଣା ମହିଳାଙ୍କ ସମ୍ପର୍କରେ ଆସିଥିଲେ। ଉକ୍ତ ମହିଳା ଜଣକ ପ୍ରକୃତରେ ପାକିସ୍ତାନର ଜଣେ ଗୁଇନ୍ଦା ଏଜେଣ୍ଟ ଥିଲେ ବୋଲି ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି। ଲଗାତାର … Read more

ଭୂତ ବଙ୍ଗଳାରେ ହତ୍ୟାକାଣ୍ଡର ଖୋଲିଲା ରହସ୍ୟ :ଅଭିଯୁକ୍ତକୁ ଗିରଫ କଲା ପୁଲିସ

ଭୁବନେଶ୍ୱର:ଚନ୍ଦକା ଥାନା ଅଞ୍ଚଳର ପାଇକରାପୁରରେ ଥିବା ‘ଭୂତ ବଙ୍ଗଳା’ ନାମରେ ପରିଚିତ ଏକ ପରିତ୍ୟକ୍ତ କୋଠାରେ ଘଟିଥିବା ହତ୍ୟାକାଣ୍ଡର ରହସ୍ୟ ଖୋଲିଛି ପୁଲିସ।ପୁଲିସ ସୂଚନା ଅନୁସାରେ, ଗତ ୧ ତାରିଖରେ ଶୋଇବାକୁ ନେଇ ମହନୀ ଦାସ ଓ ବାପିଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବାପି ଗାଳିଗୁଲଜ କରିବା ସହ ବାଉଁଶ ଲାଠିରେ ମହନୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା lମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ଯୋଗୁଁ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ।lଏହି ଘଟଣା ପରେ … Read more

ବିଜେପି ନେତାଙ୍କ ହତ୍ୟା ଘଟଣା, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

କଳାହାଣ୍ଡି: ବିଜେପି ନେତା ଫକୀର ରଣା ହତ୍ୟାକାଣ୍ଡ ଘଟଣାରେ ୩ ଗିରଫ । କଳାହାଣ୍ଡି ପୋଲିସ ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ବୋଲି କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ସୂଚନା ଦେଇଛନ୍ତି | ଗିରଫ ଅଭିଯୁକ୍ତମାନେ ହେଲେ ତୁଳସୀରାମ ସାହୁ, ସୂରଜ ସିଂ ପାତ୍ର ଏବଂ ବଳଦେବ ସାହୁ । ସୂଚନା ଥାଉ କି, ଗତ ବୁଧବାର ସନ୍ଧ୍ୟାରେ … Read more

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ନେତାଙ୍କୁ ଛୁରୀଭୁସି ହତ୍ୟା

କଳାହାଣ୍ଡି: ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ଡମକରଲା ଖୁଣ୍ଟା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ନେତା ଫକୀର ରଣାଙ୍କୁ ଛୁରୀ ଭୁସି ହତ୍ୟା କରଯାଇଛି lଆକ୍ରମଣ ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ମୃତ ଫକୀର ରଣା ହେଉଛନ୍ତି ସ୍ଥାନୀୟ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ। ସୂଚନା ଅନୁଯାୟୀ , ଫକୀର ରଣା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ସମୟରେ କିଛି ବ୍ୟକ୍ତି ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।ପ୍ରଚୁର ରକ୍ତସ୍ରାବ … Read more

ଜାମିନ ରେ ଆସିଥିବା ଅଭିଯୁକ୍ତ ୬ ଜଣଙ୍କୁ କଲା ନିର୍ମମ ହତ୍ୟା

ତେଲେଙ୍ଗନା: ଜାମିନରେ ଆସିଥିବା ଜଣେ ୩୫ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀ ଏବଂ ଦୁଇ ନାବାଳକ ପୁଅଙ୍କୁ ହତ୍ୟା କରିବା ପରେ ତାଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଜଣେ ନାବାଳିକା ଓ ତାଙ୍କ ପରିବାରର ଅନ୍ୟ ଦୁଇ ସଦସ୍ୟଙ୍କୁ ମଧ୍ୟ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ ଅଭିଯୁକ୍ତ ରାଜକୁମାର ଶୁକ୍ରବାର ରାତିରେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ସେ ପ୍ରଥମେ ଶାବାଦ ସ୍ଥିତ ନିଜ ବାସଭବନରେ ନିଜ ପତ୍ନୀ ପାର୍ବତୀ ସରିତା … Read more

ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ନାଫିସ ଆହତ

କେନ୍ଦୁଝର: ଚମ୍ପୁଆ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର । ଗୁଳି ବିନିମୟରେ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସର ଡାହାଣ ଆଣ୍ଠୁରେ ଗୁଳି ବାଜିଥିବା ସୂଚନା ମିଳିଛି। ଝାଡ଼ଖଣ୍ଡର ବାସିନ୍ଦା ଏହି ନାଫିସ ନାମରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ୩୦ରୁ ଅଧିକ ଚୋରି ଏବଂ ସଙ୍ଗୀନ ମାମଲା ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ଗିରଫ ପରେ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ଆଜି ସକାଳ ପ୍ରାୟ ୫ଟାରେ ମହମ୍ମଦ ନାଫିସକୁ ଚମ୍ପୁଆ … Read more