ଭୁବନେଶ୍ଵର: ବିଜେଡି ଘୋଷଣା କରିଛି ତାହାର ଅଷ୍ଠମ ପ୍ରାର୍ଥୀ ତାଲିକା। ବିଜେପି ଘୋଷଣାର କିଛି ସମୟ ପରେ ବିଜେଡି ତିନିଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁ ତିନିଜଣଙ୍କ ନାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ସେମାନେ ହେଲେ
- ଭୋଗରାଇ- ଗୌତମବୁଦ୍ଧ ଦାସ
- ଖୋର୍ଦ୍ଧା- ରାଜେନ୍ଦ୍ର ସାହୁ
- ବେଗୁନିଆ- ପ୍ରଦୀପ ସାହୁ