Shantanu Kumar Rana
ଗୁରୁକୂଳ ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲର ୧୨ ତମ ବାର୍ଷିକ ଉତ୍ସବ ପାଳିତ
ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ସାମଗ୍ରିକ ବ୍ୟକ୍ତି ବିକାଶର ମୁଖ୍ୟ ଆୟୁଧ ଶିକ୍ଷା ଅଟେ । ଏନେଇ ପ୍ରତ୍ୟେକ ବିଦ୍ୟାର୍ଥୀ ସଚେତନ ରହିବା ଦରକାର । ସ୍ଥାନୀୟ ଗୁଡସ୍ରୋଡ୍ସ୍ଥିତ ଗୁଳୁକୂଳ ଇଣ୍ଟର ନ୍ୟାସନାଲ୍ ପବ୍ଲିକ୍ ସ୍କୁଲର ୧୨ତମ ବର୍ଣ୍ଣାଢ଼୍ୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି । ଛାତ୍ର ସମାଜର ଭବିଷ୍ୟତ ହୋଇଥିବା ବେଳେ ଏହି ଭବିଷ୍ୟତକୁ … Read more