June 26, 2025 6:40 pm

ସୀମାନ୍ତ ଭୋଟରଙ୍କୁ ଆଖେଇଲାଣି ଆନ୍ଧ୍ର 

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ରହୁଥିବା ଭୋଟରଙ୍କ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି । ସାଧାରଣ ନିର୍ବାଚନ ପାଇଁ ଏବେ ନେତା, ମନ୍ତ୍ରୀ ଲୋକଙ୍କ ନିକଟତର ହେବାରେ ବ୍ୟସ୍ତ ଥିବା ବେଳେ ଆନ୍ଧ୍ରର ନେତା-ମନ୍ତ୍ରୀ ଓ ପ୍ରଶାସନ ଏଥିରୁ ଦୁଇ ପାଦ ଆଗରେ । ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଏବେ ସେମାନେ ଓଡ଼ିଶା ସୀମାନ୍ତ ଭୋଟରଙ୍କୁ ଆଖେଇଛନ୍ତି । ଏଥର ଗୋଟିଏ ପର୍ଯ୍ୟାୟରେ ବ୍ରହ୍ମପୁର ଲୋକସଭା ଆସନ ସହ ଆନ୍ଧ୍ରର ଗୋଟିଏ … Read more

ହ୍ରାସ ପାଉଛି ଗର୍ଭପାତ, ବୃଦ୍ଧି ପାଉଛି ଶିଶୁ କନ୍ୟାଙ୍କ ସଂଖ୍ୟା 

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ବିଭିନ୍ନ କାରଣରୁ କେତେକ ପରିବାରରେ ତଥା ପିତାମାତା କନ୍ୟା ସନ୍ତାନ ଜନ୍ମକୁ ଇଚ୍ଛା ପ୍ରକାଶ କରୁନଥିବା ନଜିର ରହିଛି । ଫଳରେ ଗର୍ଭଧାରଣ ସମୟରେ ହିଁ ଗର୍ଭରେ ବଢୁଥିବା ଶିଶୁକନ୍ୟାକୁ ଗର୍ଭପାତ ଦ୍ୱାରା ନଷ୍ଟ କରିଥାନ୍ତି । ଯାହା ଫଳରେ ସମାଜରେ ପୁଅଙ୍କ ତୁଳନାରେ ଝିଅଙ୍କ ଅନୁପାତ ହ୍ରାସ ପାଉଛି । ଯାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ଏହାକୁ ବିରୋଧ କରି ତଥା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି … Read more

ପୂଜ୍ୟ ପୂଜା ସମିତି ପକ୍ଷରୁ ଲକ୍ଷ୍ମଣ ନାୟକ ଶହୀଦ ଦିବସରେ ପ୍ରଭାତଫେରୀ ଓ ସ୍ମରଣ ସଭା

ଶାନ୍ତନୁ କୁମାର ରଣା  ବ୍ରହ୍ମପୁର: ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଯଥା ମର୍ଯ୍ୟାଦାର ସହ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପାଳନ ହୋଇଯାଇଛି l ଆଜି ସକାଳୁ ସମିତିର ସମସ୍ତ କର୍ମକର୍ତ୍ତା ଲକ୍ଷ୍ମଣ ନାୟକଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଜୟ ଗାନ କରି ସହର ପରିକ୍ରମା କରିଥିଲେ l  ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତି … Read more

ଖୋଲିବ ଗୋପାଳପୁର ବତୀଘର 

ଶାନ୍ତନୁ କୁମାର ରଣା ଗୋପାଳପୁର/ବ୍ରହ୍ମପୁର: ଜାହାଜ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ହେଉଥିବା ଗୋପାଳପୁର ବତୀଘର ଆସନ୍ତା ଏପ୍ରିଲ୍ ୧ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ପର୍ଯ୍ୟଟକମାନେ ଧାର୍ଯ୍ୟ ଟିକଟ କ୍ରୟ କରି ପର୍ଯ୍ୟଟନ କେନ୍ଦ୍ର ଭାବେ ନୂଆ ରୂପ ନେଇଥିବା ଗୋପାଳପୁର ବତୀଘରକୁ ଦେଖିବା ସହ ଉପରେ ଚଢ଼ି ସମୁଦ୍ର ଓ ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ବତୀଘର ପରିସରରେ ପିଲାମାନଙ୍କ ନିମନ୍ତେ ସୁନ୍ଦର … Read more

ବିଜ୍ଞାପନ ପୋଷ୍ଟର ଭିତରେ ଲୁଚିଯାଉଛି କାନ୍ଥ ପଟ୍ଟଚିତ୍ର 

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ସହରର ସୌନ୍ଦର୍ଯ୍ୟୀକରଣ ପାଇଁ ମହାନଗର ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସହରର ବିଭିନ୍ନ ଛକରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ବେଳେ କେଉଁଠି ଜଳ ଫୁଆରା ତ କେଉଁଠି ଆଲୋକୀକରଣ । ଏହାରି ଭିତରେ ବିଭିନ୍ନ କାନ୍ଥଗୁଡ଼ିକରେ ମହାପୁରୁଷମାନଙ୍କ ପଟ୍ଟଚିତ୍ର ଅଙ୍କାଯାଇଛି । ମହାପୁରୁଷମାନଙ୍କ ପଟ୍ଟଚିତ୍ର କେବଳ ଆକର୍ଷଣୀୟ ନଥିଲା ବରଂ ଶିକ୍ଷଣୀୟ ବାର୍ତ୍ତା ଦେଉଥିଲା ।  ସମ୍ପ୍ରତି ସହରର କିଛି ସ୍ଥାନରେ କାନ୍ଥ ପଟ୍ଟଚିତ୍ର ଗୁଡ଼ିକ ବିଜ୍ଞାପନ … Read more

ବିଶ୍ୱ ନାଟ୍ୟ ଦିବସ ଅବସରରେ ନାଟକ “ଉଦଘାଟନ” ମଂଚସ୍ଥ 

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ଆଜି ମଣିଷ ଗୋଟିଏ ପଟେ ଶିକ୍ଷା , ସଂସ୍କୃତି ଓ ବିଜ୍ଞାନ କ୍ଷେତ୍ରରେ ଉପରକୁ ଉପରକୁ ଉଠୁଥିବା ବେଳେ ଅନ୍ୟ ପାଖରେ ସ୍ୱାର୍ଥ କେନ୍ଦ୍ରିକ ଓ ଅର୍ଥ ଲୋଭି ହୋଇ ତଳକୁ ତଳକୁ ଚାଲି ଯାଉଛି l ଏଠି ତେଲିଆ ମୁଣ୍ଡରେ ତେଲ, ଖଟିଖିଆ ମଜୁରିଆ କଥା ବୁଝୁଛି କିଏ ? ମଣିଷ ଏତେ ତଳକୁ ଖସି ଗଲାଣି ଯେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମରେ ସାଧାରଣ ଖଟିଖିଆ କଳାକାରଟିର ଜୀବନ … Read more

ନୀଳକଣ୍ଠେଶ୍ବର ୱଲଫର କ୍ଳବ ଓ ଜୟ ଜଗନ୍ନାଥ ମର୍ଣିଂ ୱାକର କ୍ଲବ୍ ତରଫରୁ ନୀଳକଣ୍ଠେଶ୍ଵର ମନ୍ଦିର ପରିସର ସଫେଇ

ବ୍ରହ୍ମପୁର: ଗତ ୮ ତାରିଖ ଶୁକ୍ରବାର ଦିନ ମହାଶିବରାତ୍ରି ପାଳନ ଅବସରରେ ନୀଳକଣ୍ଠେଶ୍ଵର ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପ୍ରବଳ ଭିଡ ସାଙ୍ଗକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାନୀୟ ଓ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ଏହି ଜାଗାର ଯାତ୍ରା ଅବସରରେ ମନ୍ଦିର ପରିସରରେ ଭକ୍ତ ମାନଙ୍କ  ପୂଜା ଅର୍ଚ୍ଚନା ନିମନ୍ତେ ଆଣିଥିବା ପୂଜା ସାମଗ୍ରୀ ଏଣେ ତେଣେ ଗଦା ହୋଇ ଥିଲା। ଏନେଇ ନୀଳକଣ୍ଠେଶ୍ବର ୱଲଫର କ୍ଳବ ଓ ଜୟ … Read more

ବାପା ମା ଙ୍କୁ ଖୋଜି ଗଣଧାରଣା ପହଞ୍ଚିଲେ ପିଲାମାନେ

ଭଞ୍ଜନଗର: ଜଗନ୍ନାଥପ୍ରସାଦ ବ୍ଳକର ଆଦିବାସୀ ଗାଁ ତାଳଖମଣ, ମଣ୍ଡା ପଥର ଓ ଡାଙ୍ଗିଭୁଇଁ ଗାଁ କୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ଦାବିରେ ଧାରଣା ୮ମ ଦିନରେ ପହଞ୍ଚିଛି। ବାପା, ମା, ଭାଇ ଓ ଭଉଣୀମାନେ ୮ ଦିନ ହେଲା ଗାଁ କୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ଦାବିରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହରାତ୍ର ଧାରଣା ଦେଉଛନ୍ତି। ଏ ଦାବି ପୂରଣ ଦିଗରେ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା … Read more

ପଣ୍ଡିତ ଜଗନ୍ନାଥ ମିଶ୍ରଙ୍କ ପରଲୋକ ରେ ଶୋକସଭା

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ୍ ଆମପୁର ଗ୍ରାମର ପଣ୍ଡିତ ଜଗନ୍ନାଥ ମିଶ୍ରଙ୍କ ୯୬ ବର୍ଷ ବୟସରେ ନିଜ ବାସ ଭବନ ପରିସରରେ ଗତ ଗୁରୁବାର ଦିନ  ପରଲୋକ ଘଟିଛି। ବିଗତ କିଛି ବର୍ଷ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସ୍ବର୍ଗତ ମିଶ୍ର କନିଶି ଏବଂ ଏହାର ଆଖପାଖ ଅଞ୍ଚଳରେ ବରିଷ୍ଟ ପଣ୍ଡିତ କର୍ମକାଣ୍ଡ ଓ ଜ୍ୟୋତିଷ ବିଷାରଦ ଭାବେ ବେଶ୍ ପରିଚିତ।ତାଙ୍କରି ଜୀବନ କାଳ ମଧ୍ଯ ରେ ଅନେକ କର୍ମକାଣ୍ଡ ଜ୍ୟୋତିଷ ଶାସ୍ତ୍ର କରି … Read more

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବ

ନିଜର ଶିକ୍ଷା ସମାଜର ବିକାଶ ଦିଗରେ ବିନିଯୋଗ କରନ୍ତୁ ବିଦ୍ୟାର୍ଥୀ: ରାଷ୍ଟ୍ରପତି ବ୍ରହ୍ମପୁର: କେବଳ ନିଜ ପାଇଁ ଜୀଇଁବା କଣ ଜୀବନ ଅଟେ କି। ପର ଉପକାରରେ ଯଦି ନିଜ ଜୀବନ ନ ଲାଗିଲା ତେବେ ସେ ମନୁଷ୍ୟ ଇତର ପ୍ରାଣୀ ସହ ସମାନ। ଜ୍ଞାନ ଅର୍ଜନର କୌଣସି ଅନ୍ତ ନାହିଁ। ତେବେ ସେ ଶିକ୍ଷା ଓ ଜ୍ଞାନ ଅନ୍ୟ ପାଇଁ ଉପଯୋଗ କରିବାକୁ ହେବ। ସମାଜର ବିକାଶ ଦିଗରେ ବିଦ୍ୟାର୍ଥୀ ନିଜର ଶିକ୍ଷା ବିନିଯୋଗ କରନ୍ତୁ … Read more